Tuma pathare chalibi mu prabhu ll New odia Christian song ll D Gulson ll Digbijayl Jesus creation
Jesus creation official Jesus creation official
26.9K subscribers
2,626 views
223

 Published On Premiered Oct 21, 2023

"PRAISE THE LORD"
ପ୍ରତ୍ୟେକ ଙ୍କୁ Jesus creation official ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ତଥା ନମସ୍କାର ଜ୍ଞାପନ କରୁ । ଆପଣଙ୍କ ପ୍ରେମ,ପ୍ରଚୁର ଭଲପାଇବା , ମତାମତ, ଉତ୍ସାହ ,ପ୍ରେରଣା ଓ ପ୍ରାର୍ଥନା ସହଯୋଗ ହେତୁ ଆପଣଙ୍କୁ ବିଶେଷ ଧନ୍ୟବାଦ୍ ଜଣାଉଅଛୁ।

JESUS CREATION OFFICIAL"* ଟିମ୍ ତରଫରୁ ପ୍ରଭୁଙ୍କ ଅସୀମ ଅନୁଗ୍ରହରେ ତାହାଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ କରିଛୁ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଗୀତ " He prabhu ma prabhu ..."
ଆଶା କରୁଅଛୁ ଏହି ଗୀତ ନିଶ୍ଚିତ ଆପଣଙ୍କ ହ୍ରୁଦୟକୁ ସ୍ପର୍ଶ କରିବ। ଏହି ଗୀତ ମାଧ୍ୟମରେ ପରେମଶ୍ବର ଗୌରବାନ୍ଵିତ ହେଉନ୍ତୁ ଓ ଏହି ଗୀତ ଅନେକଙ୍କ ଆଶୀର୍ବାଦର କାରଣ ହେଉ।
ଆମ ପାଇଁ ପ୍ରାର୍ଥନା କରନ୍ତୁ ତଥା ଗୀତଟିକୁ ବହୁମାତ୍ରାରେ ସେୟାର କରି ଓଡ଼ିଶାର କୋଣଅନୁକୋଣର ପହଞ୍ଚାନ୍ତୁ, ଧନ୍ଯବାଦ।
*PRAISE THE LORD 🙏*.




song credit



∆.Singer - D. Gulson / Sonali

∆.Lyrics - D. Nasseb

∆.Composition - D. Nasseb

∆.Music Arrangement - Digbijay(ilu)

∆.Studio - New wave cuttack

∆.Mixing - Suman shekher

∆.Banner - Jesus creation official

show more

Share/Embed