Durei jaichi prabhu !! ଦୁରେଇ ଯାଇଛି ପ୍ରଭୁ !! New odia Christian song !! Jesus creation official !!
Jesus creation official Jesus creation official
26.9K subscribers
11,185 views
672

 Published On Premiered Feb 25, 2023

ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ଯ ଜାଣୁ।
(୧ ଯୋହନ - ୫ :୧୫)

CREATION OFFICIAL"* ଟିମ୍ ତରଫରୁ ସମସ୍ତଙ୍କୁ ଆନ୍ତରିକ ନମସ୍କାର 🙏🙏ପ୍ରଭୁଙ୍କ ଅସୀମ ଅନୁଗ୍ରହରେ ତାହାଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ କରିଛୁ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଗୀତ " Durei jaichi Prabhu ..."
ଆଶା କରୁଅଛୁ ଏହି ଗୀତ ନିଶ୍ଚିତ ଆପଣଙ୍କ ହ୍ରୁଦୟକୁ ସ୍ପର୍ଶ କରିବ। ଏହି ଗୀତ ମାଧ୍ୟମରେ ପରେମଶ୍ବର ଗୌରବାନ୍ଵିତ ହେଉନ୍ତୁ ଓ ଏହି ଗୀତ ଅନେକଙ୍କ ଆଶୀର୍ବାଦର କାରଣ ହେଉ।
ଆମ ପାଇଁ ପ୍ରାର୍ଥନା କରନ୍ତୁ ତଥା ଗୀତଟିକୁ ବହୁମାତ୍ରାରେ ସେୟାର କରି ଓଡ଼ିଶାର କୋଣଅନୁକୋଣର ପହଞ୍ଚାନ୍ତୁ, ଧନ୍ଯବାଦ।
*PRAISE THE LORD 🙏*.

song credit

* Song - Durei jaichi prabhu

* Singer - Saroj Nayak

* Lyrics - Saroj Nayak

* Composition - Saroj Nayak

* Music Arrangement - Digbijay (Ilu)

* Producer- D.Sraban

* Mixing - Somesh studio bhubaneswar


All rights reserved to Jesus creation official

#humansagar
#newsong
#christmasspecialodiasong
#sambalpurisong
#swagatakara
#trendingsong
#viralsong
#humansagarnewsong
#humansagar_new_song_2021
#humansagarnewsong2022
#humansagarchristiansong
#humansagarsadsong
#humansagarallsadsong2022
#allviralvideo
#sambalpurisong
#viralsong
#odiasong
#humansagar
#humansagarallhit
#humansagarodiaalbum
#newsong
#humansagaroldsong
#@UntalentedGuy1
#janamichantijisurajaamara
#sunakandhei

show more

Share/Embed