#Tume_budhi_helane
Singer Sarbeswar Bhoi Singer Sarbeswar Bhoi
59.8K subscribers
347,445 views
2.6K

 Published On Apr 24, 2021

#Tume_budhi_helane#sarbeswarbhoi&Tukuludas#singer darnedest youtubechenal#
ଜୁହାର ଜୁହାର

ଆପଣ ମାନଙ୍କର ଭଲ ପାଇବାର ଲାଗି ଗୁଟେ ପରେ ଗୁଟେ ନୂଆ ସୁଆଦ ଭରି ଦେଇ ଆପଣ ମାନକୁ ଭଲ ଲାଗବାର ଆଶା ବାନ୍ଧି କରି ଗିତ ତିଆରି ହେଇଛେ ଆର ଇ ତୁମେ ବୁଢ଼ୀ ହେଲନେ ଗିତ ଆପଣ ମାନକର ମନକେ ନିହାତି ଛୁଇଁବା ବୋଲି ମୋର ଆଶା ଆର ବିଶ୍ୱାସ । ବିଶେଷ କରି ଆଜିର ନାରୀ ସମାଜ କେ ଆଖି ଆଗେ ରଖିକରି ଗୀତର ଆଲୋଚନା ସମାଲୋଚନା କରାଯାଇଛେ । ନାରୀ ଶିକ୍ଷିତ, ସୁ ସଂଗଠିତ ହେଲେ ଆମର ପରିବାର ଆମର ସମାଜ ପରିବର୍ତନ ହେଇଯିବା ବୋଲି କିଛି ଲେଖା ମାଧ୍ୟମରେ ପରିବର୍ତନ ର ରାହା ଖୁଜିବୁଲୁଛେଁ
ମୋତେ ଆପଣ ମାନଙ୍କର ସହଯୋଗ ଦରକାର ଜୁହାର




💐L yric_Sarbeswarbhoi
💐Voice
Tukuludash
Sarbeswar bhoi

💐 musics
Nibash
Rakesh
Dola

💐 Recording studio💐
Ghumura studio madanpur
Bikash ch. sahu

show more

Share/Embed