#Chal_bulei_nemi_phurlijharana
Singer Sarbeswar Bhoi Singer Sarbeswar Bhoi
59.8K subscribers
1,450,830 views
12K

 Published On Dec 31, 2020

#Chal_bulei_nemi_phurlijharana#kalahandia_Song#Sarbeswarbhoi&DipitaSwain#

ଚାଲ ବୁଲେଇ ନେମି ଫୁର୍ଲିଝରନ
ଓଡିଶା ମାଟିନେ କଳାହାଣ୍ଡିର ଚିତ୍ର ପୁରାପୁରି ଅଲଗା ଅଲଗା ଲାଗସି ।କେନ୍ ନୂଆ ଲୋକ ବାକ ଆମର ଇନେକେ ଆଏଲେ
ମାସ ମାସ ରାହେବାର କେ ମନ କରସନ ।ଇନର ଲୁକର ଭଲ ପାଇବାର ତା ସେ ହେନ୍ତା କି ଇ କାଲା ମାଟିର କଳାକାରୀ ବୁଝଲେ ସତେ ବୁଝି ନାଇଁ ହୁଏ ।ପରକୁତ ଇ କଳାହାଣ୍ଡି ମାଟି ହଉଛେ କଳାସଂସ୍କୃତିର ମାଟି ।ଯେନ ନେ କଲା ,ସାହିତ୍ୟ ,ଚରଚା ହେସି , ଦେଖବାକେ ମିଲସି ସେ ଠାନେ ବହୁତ ଆତ୍ମୀୟତା ,ଭଲ ପାଇବାରଟା ,ପ୍ରେମ ଭାବ ଯୁଡି ହେଇ କରି ଥିସି ଆର ସେଟା ଆମର ଇ କଳାହାଣ୍ଡି ମାଟିନେ ଦେଖବାକେ ମିଲସି ବୋଲି ମୋର ମନ କହେସି ।ସତକେ ସତ
ଆମର ଲୋକ ଯାହାକେ ଥରେ ନିଜର ଭାଵଲେ ବଏଲେ ତାହାକେ ପେଟୁ ଉଗଲେଇ କରି ବି ଖୁଆସନ ।
ଇ ଗୀତର ମୂଲ ସାହିତ୍ୟ ହଉଛେ ଯେ ଗୁଟେ ସହରୀ ସଭ୍ୟତା ଛୁଇଁଲା ଟୁକିଲ ଟେ ତାର ଭେନେଇ ଘର କେ କୁନୂଆ ହେଇକରି ଆସିଛେ ।ତାର ସଙ୍ଗାତ ମାନେ ତାହାକେ ଫୁର୍ଲିଝରନ ବୁଲେଇ ନେମୁ ବୁଲେଇନେମୁ ବୋଲି ଟିଆ ଦେଇଛନ ହେଲେ କେବେ ନେଇ ନେଇ ପାରବାର ।ହଠାତ ତାର ନାନୀର ଦିଅର ଡଙ୍ଗରୁ ମଚା ଶୁଇକରି ଆସିଛେ ,ଗୋଡ଼ ହାତ ଧୁଇ ହେଇ କରି ପିଣୁଲ ଥି ବସିଛେ ଆର ତାର ସଙ୍ଗାତ କେ ଦେଖାଚାହାଁନେ ହସାଖେଳା,ଖିଆଲ ଖେଚଡ ଆର ଫୁର୍ଲିଝରନ ଯିବାର ମନସ୍ଥ ହେଇଛେ ଆର ବୁଲିଯାଇଛନ । ଜଙ୍ଗଲର ଶିଗ ଶିଗ ହେଇ ସରଗ କେ ଛୁଇଁ ବାର ରଙ୍ଗାଲ ଗଛ କେ ଦେଖି କଳାହାଣ୍ଡିଆ ମେଘ ଖୁସିର ଚୁମ୍ବନ ଟେ ଦେଲା ବେଲକେ ସହରୀ ସଭ୍ୟତାର ବହୁର ବହେନ ଦାଦାର ଶାଳୀ ଦମ ଧରି ନାଇଁ ପାରବାର ।କାହିଁ କେତେ ଦିନୁ ଚିକନ ଚାକନ ହେଇ ପଡିଥିବାର ପଥର ଉପରେ ବସିକରି କେତେ ନୁଆଁ ନୂଆ ସପନ ଦେଖା ।ଆର ଫୁର୍ଲିଝରନ ଯିବାର ବାଟର ଦୁଇ ସାହାଡ଼ା ଯେନ ବାଞ୍ଜି ବୁଟା ଅଛେ ଆର ଲହଙ୍କା ଲହଁକା ହେଇ ଯେନ ବାଉଁଶ ଧାଁଗରୀ କେ ଦେଖି ମୁଲକୀ ମାରୁଛେ ଆର ମୁଲକି ମରା ବାଞ୍ଜି ଗଛ ବାଟ ମହାରାଜା ବାଗିର ବାଟ ଯୁଗୀବସିଛେ ବୋଲି ମନ ଭିତରେ କେତେ ଆଶଙ୍କା ଖେଳି ଯାଉଛେ କାଲେ ବାଟ ମହାରାଜା କଲିଆ ଘୁଡାନେ ବସେଇ ନେଲେ କେନ୍ତା କରମା ଇ ବିଚାର କେ ଇନେ ଉପସ୍ଥାପନ କରା ଯାଇଛେ

💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐

💐 LYRICS 💐
💐Sumit Rout & Sarbeswar Bhoi

💐MUSIC💐
💐Sarbeswar Bhoi

💐VOICE💐
💐Sarbeswar bhoi
💐Dipita Swain

💐PRODUCER 💐
💐khirod Nag

💐 RYTHIM💐

💐Nibash Daa( Nisan)
💐Balaram Bhai
💐 Rakesh Bhai (ped)
💐Dola Bhai ( Keyboard)

💐RECORDING STUDIO💐
💐 G_H_U_M_U_R_A Studio,MRampur💐
💐Bikash ch Sahu

💐VIDEO STUDIO VERSION💐
💐SK digital Bhawanipatna(Tuna kand)

💐 POSTER DESIGN 💐
💐Tukulu Das

💐SPECIAL THANKS FOR 💐
💐Bishnupriya gahir
💐Bholeswar bhoi(Jem's)
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐


ଗୀତ
( କେବେ ଆଏଲ ହୋ ଧନ
ବୁଲେଇ ନେମି ଫୁର୍ଲିଝରନ)
ଗିତ -ସୁମିତ ରାଉତଓ ସର୍ବେଶ୍ୱର ଭୋଇ
9777312324
ଆଳାପ
ମଲ ମଲି ମୋର ଦାଦାର ଶାଲୀ
ଶୁଇ ଥିଲୁ ତୁଇ କବାଟ ମେଲି
ସପନେ ଦେଖିଲି ତକେ
ମଚାର ଉପରେ ଶୁଇ ଥିଲି
ତାମଡ଼ି ହୁତୁଲୀ ହେଇ ମଲି
କେନତା ଲାଗିଲା ମକେ
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
ସ୍ଥାୟୀ
କେବେ ଆଏଲ ହୋ ଧନ 2
ତମକେ ବୁଲେଇ ନେମି ଫୁରଲି ଝରନ
ଯେବେ ଆଏଲେ ହୋ ଧନ 2
ତମେ ଦେଖେଇ ଦେସ କେତେ ସପନ

ଝର ଝର ଝର ଝରୁଥିସି ଫୁରଲୀ ଝରନ ପାନି
ଫୁର ଫୁର ଫୁର ଧୁକା ମାରେ ଧାଙ୍ଗରୀ ମନ ଜାନି
ଖଲ ଖଲି କରି ହସୁଥିସି ଡଙ୍ଗରିଆ ଫୁଲ
ଡଙ୍ଗରିଆ ଫୁଲ ଖୁଚି ଦେମୀ ଖୁସାର ତଲ
ତଲମଲି ତଲମଲି ଯାଉଛେ ଯୁବା ଯଉବନ
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
ଅନ୍ତରା ୧
ଏ ଵେଶାଖାର ଟାଣ ଖରା ଧନରେ ଲାଗେ ବିକଲ
ଅସାର ଝଞ୍ଜାର ପାନି ଝରୁଛେ କେଡେ ଶିତଲ
ଶିତଲ ,ଶିତଲ ଯୁବା ଧଙ୍ଗରା ମନ
ଶିତିଲିଆ ପରା ଠାନକେ ନୁରେ ପରାଣ

ଏ ଅନ୍ଧାର ଅନ୍ଧାର ଲାଗେ ଧନ କାଏ ଝାର ପତର
ଅନ୍ଧାରିଆ ଠାନେ ଝର ଫୁଟିଛେ କେଡେ ସୁନ୍ଦର
ବାଦଲ ଚୁମୁଛେ ଜିଆଁ ରେଙ୍ଗାଳ ଦେଖି
ଦମ ଧରି ନାଇଁ ପାରୁଛେଁ ଯିବନ ରଖି

ଛି ଛି କରି ଛି ଧରିଦେଲି କୁଆଁରୀ ନାନୀର ଡେଣା
କୁଆଁରି ପାଶେ ଅଛେଁ ବଲି କେତେ ଯେ ଭାବନା
ର ର ର ବୋଲି କରି କହୁଥିଲୁ କେତେ
ରସବତୀ ରସ ଲାଗିଛେ ନାଇଁ ଜାନୁ କେଂ ମତେ
ଲକବାକି ଲାକବକି ଯାଉଛେ ମୋର ଜୀବନ
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
ଅନ୍ତରା ୨
ଏ ବଡ଼ ବଡ଼ ଶୀଲ ଯାହିଁ ଦେଖିଲେ ଲାଗେ ଚିକନ
ଆଠକାଲି ପାନି ଝରେ ତାଇଁ ରେ ବଲି ଗା ଧନ
ଖିଆଲି ବଏସେ ଖିରିସା ଖାଉ
ଛାଡ଼ିଦେ ଛାଡ଼ିଦେ ଛାଡ଼ିଦେ ଖିଆଲି ମନ

ଏ ବାଟେ ବାଟେ ବାଞ୍ଜି ବୁଟା ଯାଉଛେ ସତେ ଲହଁସୀ
ଲହଁସିଲା ବାଉଁଶ ମୋର ଧନରେ ଦଉଛେ ହସି
ବାଟ ମହାରାଜା ପରା ଲାଗୁଛେ ମତେ
ଡେନା ଧରି ଦେଲେ ଅଡୁଆ ହେବାରେ ସତେ

କଳାର ମାଟି କଳାହାଣୀ କଳାର ପସରା
କଳାର ମାଟି ଘୁମ ଘୁମି କରି ବାଜେ ଘୁମୁରା
ବେଲଖଣି ରବନ ଦର ଅସୁରଗଡ଼ ଏହି
ସତ କହୁଁଛେ ପାସରି ଦେବ ତମର ଗାଁ ଭୂଇଁ
ଗୁରଗୁରି ଗୁରଗୁରି ସରି ଯିବା ଲୋ ଦିନ

show more

Share/Embed