Memory of British Empire in Mayurbhanj District of Odisha | NandighoshaTV
Nandighosha TV Nandighosha TV
3.17M subscribers
1,968 views
52

 Published On Jul 10, 2020

ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁକସାକ୍ଷୀ ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ । ଏହା ବିଷୟରେ ଆଜି ବି ଅନେକ ଜାଣି ନାହାନ୍ତି । ଏହାର ପୁନରୁଦ୍ଧାର କରି ବ୍ୟବହାର କରାଯାଇପାରିବ । ଐତିହାସିକ ଗୌରବ ଉଦ୍‌ଜୀବିତ ହେବା ସହ ଯୁଦ୍ଧ ସମୟରେ ମଧ୍ୟ ଏହି ଏୟାରଷ୍ଟ୍ରିପ୍‌କୁ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି #NandighoshaTV #Mayurbhanj
Memory of British Empire in Mayurbhanj District of Odisha | NandighoshaTV

show more

Share/Embed