ଛାଡିବନି ଆର୍ମି, ପୋଲିସକୁ ପାଣି ପିଆଇବ !| Assault on Army officer | Bharatpur Police Station Incident |OR
Odisha Reporter Odisha Reporter
2.47M subscribers
93,954 views
1.1K

 Published On Sep 20, 2024

ଘନେଇଲା ସେନା-ପୋଲିସ ବିବାଦ। ଓଡିଶା ପୋଲିସ ବନାମ ସେନାମୁଖ୍ୟ। ମୋଜରଙ୍କ ସପକ୍ଷରେ ବାହାରିଲା ସେନା। ଓଡିଶା ପୁଲିସର ତଦନ୍ତକୁ ଭରସା କରିପାରୁନି କି ସେନା। ସେଥିପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡିଛି। ଯଦିଓ କ୍ରାଇମବ୍ରାଞ୍ଚର ଆକ୍ସନକୁ ଚିଠିରେ ପ୍ରଶଂସା କରାଯାଇଛି ତେବେ ଚିଫ ଜଷ୍ଟିସଙ୍କ ହସ୍ତକ୍ଷେପ ବି ଲୋଡିଛନ୍ତି ସେନା କମାଣ୍ଡର ଲେଫ୍ଟନାଣ୍ଟ । ଏନେଇ ଚିଫ୍ ଜଷ୍ଟିସଙ୍କୁ ଚିଠି ଲେଖିଛନ୍ତି ସେନା କମାଣ୍ଡର ।
ଛାଡିବନି ଆର୍ମି, ପୋଲିସକୁ ପାଣି ପିଆଇବ ! | Assault on Army officer | Bharatpur Police station Incident | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Police #Army #Controversy #Bharatpurps #assualt #Armymajor

show more

Share/Embed