ଏନ୍ତା କାଣା ହେଲା ଯେ ପିହୁକୁଁ ଘରୁ ଶେଷେ ବାହାରିବାକେ ପଡଲା ସେଟା ଭିଲ୍ ଛୋଟ୍ ବୟସେ
Paharaa Paharaa
271K subscribers
19,239 views
550

 Published On Jun 27, 2021

ଆଏଜ ଭିଲ୍ ଆମର ସମାଜନେ କିନ୍ନର ମାନକୁଁ ସେ ସମ୍ମାନ୍ ନୁହେଁ ମିଲିପାରେ । ଏନ୍ତାକି ନିଜର ଘରର ଲୋକ୍ ଭିଲ୍ ଇମାନକୁଁ ନିଜର ନାଇଁ କରିପାର ଯେନଥିର ଲାଗି ଇମାନେ ବାରଦୁଆର ହେବାର ଲାଗି ବାଧ୍ୟ ହେଉଛନ୍ । ଝାରସୁଗୁଡ଼ାର ପିହୁ କିନ୍ନରକଁର ସାଙ୍ଗେ ଭିଲ୍ ଏନ୍ତା କିଛି ହେଇଥିଲା । ନୂଆଁପଡ଼ାନେ ତାକଁର ଘର ଥିବାର ବେଲକେ ସେ ଘରୁ ପଲେଇ ଆସିଥିଲେ ଛୁଆଟେ ବେଲୁ । ସେ କିନ୍ନର ଥିବାର ଜାନିକରି ତାହାକୁଁ ଘରେ ବହୁତ୍ ମାଡ୍ ଗାଲି ଦେଉଥିଲେ ତାକଁର କଥା ବୁଝି ନାଇର୍ପାରୁଥାଇ କେହି । ଇହାଦେ ସେ ଝାରସୁଗୁଡ଼ାନେ ଦୁଶରା କିନ୍ନରକଁର ସାଙ୍ଗେ ରହିକରି ନାଚି ଗାଈ କରି କମଉଛନ୍ । ସେ ଅନୀଲ ମାଝୀନୁ କେନ୍ତା ପିହୁ ବନଲେ ସେ ବାବଦେ ଜାନମା ତାକଁର ମୁହୁଁନୁ ଇ ଭିଡିଓଥି ।

About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।

Subscriber our channel, Follow our page and and stay connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

show more

Share/Embed