Alternative Livelihoods in the time of Pandemic/कोरोना काल में बैकल्पिक अजिबिका
Development Debate Development Debate
664 subscribers
1,074 views
26

 Published On Apr 30, 2021

COVID-19 has created an unprecedented situation in the country. Tribal areas in Odisha were worst hit during the lockdown. Sikshasandhan carried out a survey of the migrating population in Ramachandrapur Panchayat, of Mayurbhanj district and, in view of the misery of this group of people, it tried to help them earn their livelihood in these difficult times. Members of the group were persuaded to set up small businesses to support their families. Sikshasandhan with the support of AEIN, Luxembourg extended financial assistance to those who needed it.

(This recorded background song is farming-related; the women of the Kondh tribe sing to the young paddy crops as they transplant them in the field.)

କୋଭିଡି-୧୯, ଦେଶରେ ଏକ ଅକଳନୀୟ ପରିସ୍ଥିତି ସୃଷ୍ଟି କରିଛି । ତାଲାବନ୍ଦୀ ସମୟରେ ଓଡିଶାର ଆଦିବାସୀ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରବାସୀ ଜନସଂଖ୍ୟାଙ୍କ ଉପରେ 'ଶିକ୍ଷାସନ୍ଧାନ' ଏକ ସର୍ଭେ କରିଥିଲେ; ଏବଂ ଏହି ଗୋଷ୍ଠୀର ଲୋକଙ୍କ ଦୁଃଖକଷ୍ଟକୁ ଦୃଷ୍ଟିରେ ରଖି ଏଭଳି ସଂକଟ ସମୟରେ ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ଏହି ଗୋଷ୍ଠୀର ସଦସ୍ୟମାନେ ଯେଉଁମାନଙ୍କ ପରିବାରକୁ ସହାୟତା ଦେବା ପାଇଁ ଛୋଟ ଛୋଟ ବ୍ୟବସାୟ ଏବଂ ଜିବୀକାର ଅନ୍ୟାନ୍ୟ ସଂଭାବ୍ୟ ପନ୍ଥାସବୁ ଅବଲମ୍ବନ କରିବାକୁ ଆଗ୍ରହୀ ହୋଇଥିଲେ I ଏ.ଇ.ଆଇ.ଏନ ଲକ୍ସେମବର୍ଗର ସହାୟତାରେ ସେମାନଙ୍କୁ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ I

(ଏହି ପୃଷ୍ଠଭୂମି ଗୀତଟି ଚାଷ ସମ୍ପର୍କିତ; କଂଦ୍ଧ ଜାତିର ମହିଳାମାନେ କ୍ଷେତରେ ଧାନର ତଳି ରୋପଣ କରୁଥିବାବେଳେ ଏଭଳି ଗୀତ ଗାଇ ଥା'ନ୍ତି )

कोविड-19 देश में अस्वाभाविक स्थिति पैदा कर दी है। तालाबंदी के दौरान ओडिशा के जनजातीय क्षेत्र सबसे ज्यादा प्रभावित हुए। 'शिक्षासंधान' ने मयूरभंज जिले के रामचंद्रपुर पंचायत में प्रवासी आबादी का एक सर्वेक्षण किया और इस समूह के लोगों के दुख को देखते हुए इस कठिन समय में उनकी आजीविका कमाने में मदद करने का प्रयास किया। समूह के सदस्यों को अपने परिवारों का समर्थन करने के लिए छोटे व्यवसाय स्थापित करने के लिए राजी किया गया। ए.ई.आई.एन, लक्जमबर्ग के सहयोग से जरूरतमंद लोगों को वित्तीय सहायता प्रदान की।

show more

Share/Embed