ଦେଶୀ କରଣ୍ଡି ମାଛ||Desi karandi Fish||ଚୁନା ମାଛ
Village Cooking Traditional Village Cooking Traditional
457 subscribers
5,234 views
31

 Published On Mar 19, 2024

ଦେଶୀ କରଣ୍ଡି ମାଛ||Desi karandi Fish||ଚୁନା ମାଛ||ଗାଁ ରେ ମିଳୁଥିବା ଦେଶୀ ମାଛ|| ପଖାଳ ଦିବସ ଉପଲକ୍ଷେ #world #pakhala #diwas
your Queries -
desi karandi fish
local karandi fish
delicious desi fish recipe
traditional fish recipe
swadist desi local karandi fish
testy desi fish recipe
desi fish fry
how to fry desi karandi fish
kese banate Hain desi karandi recipe
healthy desi fish recipe
rare desi fish
village desi karandi fish recipe
village cooking traditional

INGREDIENTS
1-desi karandi fish
2- turmeric powder
3-salt
4- cooking oil
5-green chilli/chilli powder
ODIA-
୧- ଦେଶୀ କରେଣ୍ଡି ମାଛ
୨- ହଳଦୀ ଗୁଣ୍ଡ
୩- ଲୁଣ
୪- ରୋଷେଇ ତେଲ
୫- କଞ୍ଚା ଲଙ୍କା/ଲଙ୍କା ଗୁଣ୍ଡ
PROCEDURE
ପ୍ରଥମେ ମାଛ କୁ କେଳେଇ ନେବା ଓ ଭଲଭାବରେ ପାଣିରେ ଧୋଇନବା। ତାପରେ ଲୁଣ, ହଳଦୀ ତେଲ ପକାଇ ଭଲ ଭାବରେ ଗୋଳାଇ ରଖିବା। ତାପରେ ଚୁଲାରେ କରେଇ ବସେଇ କରେଇ ଗରମ ହେଇ ଆସିବା ପରେ ସେଥିରେ ତେଲ ପକେଇ ମାଛକୁ ଭଲ ଭାବରେ ଭାଜି ନେବା। ମାଛ ଭାଯିବା ସମୟରେ ଆମେ ସେଥିରେ ଗୋଟା କଞ୍ଚା ଲଙ୍କା ଅଥବା ଲଙ୍କା ଗୁଣ୍ଡ ବ୍ୟବହାର କରି ପାରିବା।
Thanks 🙏 for watching my videos
Village Cooking Traditional
Basta, Balasore, Odisha, India
please like, subscribe, comments and share 🙏

show more

Share/Embed