Sundara Kanda (Video) Vol- 4 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music
Sidharth Bhakti Sidharth Bhakti
4.17M subscribers
218,508 views
2K

 Published On May 8, 2020

Album : (Sundra Kanda (Video) Vo l- 4
Singer : Dukhishyam Tripathy
Written By : Santha Tulasi Das
Music : Dukhishyam Tripathy
----------------------------------------------------
|| ସୁନ୍ଦରା କାଣ୍ଡ ||
ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ :
ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍‌ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା ।
-------------------------------------------------------
♪ Full Song Available on ♪
JioSaavn : https://bit.ly/3bWKpdL
Wynk : https://bit.ly/2WOrfSF
Gaana : https://bit.ly/2WNeLe4
Apple Music : https://apple.co/3ga95Te
Amazon Prime Music : https://amzn.to/2XkKSAS
iTunes : https://apple.co/3e2ZJ9Y
Spotify : https://spoti.fi/3cTo1mw
----------------------------------------------------------
Video Director : Abhaya Garanayak
Camera : Rintu, Narendra & Bicky
Graphics ,DI : Binaya Sutar
Recorded At : Sidharth Studio
Voice Dubbing & Mixing By : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
-----------------------------------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
------------------------------------------------------------
Watch & Subscribe to our other YouTube Channels:
👉 Sidharth Bhakti :    / sidharthbhakti  
👉 Sidharth Music:    / sidharthmusic   
👉 Sidharth TV :    / sidharthtv   
👉 Namita Agrawal :    / namitaagrawal   
--------------------------------------------------------------
Enjoy & stay connected with us!
👉 Like us on Facebook :   / sidharthbhaktiodia  
---------------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

show more

Share/Embed