OPSC Tips and Tricks | Part 8 |Himanshu Mishra |apex kalinga talks
apex kalinga talks apex kalinga talks
1.73K subscribers
616 views
42

 Published On Premiered Dec 29, 2019

ଏହି ଭିଡ଼ିଓ ଟି viewers ମାନଙ୍କ request ପାଇଁ ଆମେ publish କରୁଛୁ |ବହୁତ viewers କମେଣ୍ଟ ରେ ଲେଖି ପଠାଉଛନ୍ତି କି opsc ବିଷୟ ରେ ଜାଣିବା ପାଇଁ |ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ |ଆମ ଚାଁନେଲ କୁ subscribe କରିଥିବାରୁ |ଆମ ସହିତ ଯୋଗାଯୋଗ କରିବା ପାଇଁ email କରନ୍ତୁ |

ଓଡିଶା ରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ତିନି ହଜାର ଲୋକ ମାନସିକ ଚିନ୍ତା ରେ ବା depression ରେ ରହୁଛନ୍ତି ,ଅନେକ ଛାତ୍ର /ଛାତ୍ରୀ ,ଚାକିରିଆ ,ବେରୋଜଗାର ରେ ଥିବା ଲୋକ ଅଧିକ ରୁ ଅଧିକ ଏଥିରେ ଆକ୍ରାନ୍ତ |ସେମାନଙ୍କୁ କେହି ନାହାନ୍ତି motivation କରିବା ପାଇଁ |ଆମେ apex kalinga talks ମାଧ୍ୟମ ରେ କିଛି ବାଟ ଦେଖେଇ ବାକୁ ପ୍ରୟାସ କରୁଛୁ |ଯେମିତି ଜଣେ ଆତ୍ମହତ୍ୟା ଭଳି ପରିସ୍ଥିତି ରୁ ମୁକୁଳି ନିଜ କୁ ସମାଜର ସ୍ରୋତରେ ସାମିଲ କରି ଖୁସିରେ ଜୀବନ ଜାପନ କରି ପାରିବ |ତେଣୁ ଆପଣ ମାନେ ଅଧିକ ରୁ ଅଧିକ subscibe କରନ୍ତୁ ,like କରନ୍ତୁ ଏବଂ share କରନ୍ତୁ |ଜୟ ଜଗନ୍ନାଥ |

Email : [email protected]
#opsctipsandtricks#apexkalingatalks#himanshumishra#

show more

Share/Embed