Lethaa, Sambalpuri Din 2024 : ସମ୍ବଲପୁର ସମ୍ବଲପୁରୀ ଦିନ୍ ଥି ମିଲୁଛେ ସମ୍ବଲପୁରୀ ତୁନ୍ କୁଲତା ଲେଥା
Paahanti Paahanti
4.91K subscribers
586 views
11

 Published On Aug 2, 2024

ସମ୍ବଲପୁରୀ ଦିନ୍ ଉଧେଁ ସମ୍ବଲପୁରୀଆ ତୁନ କୁଲତା ଲେଥା ସମକିର ମନ କେ ନେସି ଘିନି ସମ୍ବଲପୁର କୁଲତା ସମାଜ ଆଡୁ ଫି ବଛର କଚରି ଛକ୍ ପାସେ ସମ୍ବଲପୁରୀ ଡେରା ଅଛେ ହେନୁ କୁଲତା ଲେଥା ସମକୁ ମାଫି ପିଇବାର୍ ଦେଉଥିଲେ, ଝୁପର ଝାପୁର ବର୍ଷା ଥିଁ ଗରମ ଗରମ ଲେଥା ହଜାର ହଜାର ଲୋକ ପିସନ୍ ଇ ବଛର ପ୍ରାୟ ପାଖାପାଖି ୫ହଜାର ରୁ ବେଶୀ ଲୋକ ଲେଥା ପିଇଥିଲେ କୁଲତା ଲେଥା କୁଲତା ସମାଜ ର ଜାତୀୟ ତୁନ ଆଏ ସମ୍ବଲପୁରୀଆ ଖାନା ଭିତରେ ଲେଥାର ଗୁଟେ ଅଲଗା ପେହଚାନ୍ ଆଏ

show more

Share/Embed