Odia pala// kalpana Nayak pala
CHAITANYA TV CHAITANYA TV
1.37K subscribers
148,098 views
975

 Published On Oct 18, 2022

odia pala //kalpana Nayak pala #youtubshorts

ବିଷୟ - ଦେବତା କିଏ ସିଏ କୋଉଠି ରୁହନ୍ତି
ଗାୟିକା- କଳ୍ପନା ନାୟକ
ବାୟକ- ବେଦାନ୍ତ ବାବୁ

thank you for watching this video in this playlists - Odia pala come


ସଂଜ୍ଞା-

ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ
ପରମ୍ପରା ଶୀକ୍ଷଣୀୟ,ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ,
ବିଶେଷକରି ଏହା ,ସାହିତ୍ୟିକ, ଆଧାତ୍ମିକ ଏବଂ ସାଂସ୍କୃତିକ
କାର୍ଯ୍ୟକର୍ମ ଭାବେ ପରିଗପଣିତ,ପାଲାର ବିଶୟବସ୍ତୁକୁ ଯିଏ
ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ
ସେ ପୁରାଣ ଅଷ୍ଟାଦଶପୁରଣ, ଭାଗବତ,ରାମାୟଣ ଇତ୍ୟାଦିର
ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଶୟକୁ
ଆଲୋଚନା କରନ୍ତି |
ଗୋଟିଏ ପଲାଦଳରେ ଜଣେ ହେଲେ ବାୟକ ଯିଏକି ମୁଦଙ୍ଗ ବଜାନ୍ତି ଅନ୍ୟଜଣେ ହେଲେ ଶ୍ରୀପାଳିଆଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବରେ ଗାନ କରନ୍ତି ଏବଂ ଆଉ ତିନିଜଣ ହେଲେ ପାଳିଆ ଯିଏ ପାଳି ଧରି ଗାୟକ ବା ଗାୟୀକାଙ୍କୁ ସାହାଯ୍ୟ କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ପାଲା କରିଥାନ୍ତି ,ଏହା ହେଉଛି ପାଲାର ସଂଜ୍ଞା

show more

Share/Embed