BHISMA SARASAJYA -ODIA PALA-ଭୀଷ୍ମ ଶରଶଯ୍ୟା ଓଡ଼ିଆ ପାଲା||GAYEEKA GOURIBALA SWAIN||PART-2
B R MOVIES B R MOVIES
294K subscribers
386,849 views
2.6K

 Published On Apr 29, 2019

Topic- BISHMA SHARASAJYA-ବିଷୟ -ଭୀଷ୍ମ ଶରଶଯ୍ୟା-ଭାଗ -୨
ଗାୟିକା କଳାକଣ୍ଠି ଗୌରୀଵାଲା ସ୍ୱାଇଁ ଏବଂ ସାଥିମାନେ
ବାୟକ - ପ୍ରସନ୍ନ କୁମାର ସ୍ୱାଇଁ
ଶ୍ରୀପାଳିଆ - କବିନ୍ଦ୍ର ବେହେରା
ପାଳିଆ -କୁନା ଭାଇ , ବଳରାମ ଦାସ , ଖିରୋଦ ସ୍ୱାଇଁ
******************************************
PART-2 ଭାଗ -୨
ଏହି ଭାଗର ସାରାଂଶ -
କୁରୁକୁଳ ଶେଷ ଦୀପ ଶୀଖା ଶର ଶଯ୍ୟା ରେ ଶାୟିତ ଇଛା ମୃତୁ ବାର ପ୍ରାପ୍ତି ଯୋଗ , ମହାପ୍ରୟାଣ ପାଇଁ ସର୍ବୋତମ ଲଗ୍ନ ର ଯୋଗରେ ,ନର୍କ ରୂପକ ୮୪ ଶର ରେ ଶୋଇଛନ୍ତି ସେଇ ୮୪ ଶର ରେ ଶୋଇ ଭାବୁଛନ୍ତି ମୋ ଆଖି ଆଗରେ କୌରବ କୁଳ ଧ୍ୱଂଷ ହୋଇଗଲା ସେ ପତନ ପାଇଁ କିଏ ଡାଇ . ଏ ମହାଭାରତ ରେ ୪ କୃଷ୍ଣ କିଏ ଆସନ୍ତୁ ଦେଖିବା .
*************************************************************
This Video has originally Prepared and presented by B R MOVIES
-----------------------------------------------------------------------------------------------------
ପାଲା ର ସଂଜ୍ଞା -
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବ ପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ ମନୋରଞ୍ଜନ ଧର୍ମୀ କାର୍ଜ୍ୟ କ୍ରମ
ବିଶେଷ କରି ଏହା ସାହିତ୍ୟିକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ପାଲା ର ବିଷୟବସ୍ତୁ କୁ ଜିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ , ସେ ପୁରାଣ ଅଷ୍ଟଦଶପୁରଣ , ଭାଗବତ , ରାମାୟଣ ଇତ୍ୟାଦି ର ବିଷୟବସ୍ତୁ କୁ ଆଧାର କରି ତାଙ୍କର କରିଥିବା ବିଷୟ କୁ ବ୍ୟାଖ୍ୟା କରନ୍ତି
ଗୋଟିଏ ପାଲା ଦଳ ରେ ଜଣେ ହେଲେ ବାୟକ ଜିଏ କି ମୃଦଙ୍ଗ ବଜାନ୍ତି , ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ କି ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକା ଙ୍କୁ ସହାୟତା କରନ୍ତି , ଗାୟକ ବା ଗାୟିକା ଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ . ଏଇ ହେଇଚି ପାଲା
*********************************************************************
For more details please
LIKE | COMMENT | SHARE | SUBSCRIBE -

► Subscribe -    / brmovies  
► Like us on Face book : -   / br.movies.50  
► Follow us on Twitter : - https://twitter.com/search?q=brmovies...
► Circle us on G+ - https://plus.google.com/1081707986066...

Web - www.brmovies.in
-----------------------------------------------------------------------------------------
All the Copyright Reserved By B R MOVIES , if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.

show more

Share/Embed