20 ମିନିଟ୍ କଥା || Jiban Amara Dayitwa Amara|| Binod Bihari ||Odia Motivational Speech || Latest Video
Arpan Tv Arpan Tv
46.6K subscribers
39,108 views
1.7K

 Published On Jan 22, 2024

ARPAN TV
ଜୀବନ ଆମର ଦାୟିତ୍ବ ଆମର କାର୍ଯ୍ୟକ୍ରମ ରେ ଯେଉଁ କଥା ବସ୍ତୁ ଆପଣ ମାନଙ୍କ ପାଖରେ ପହଞ୍ଚେଇବାର ପ୍ରଚେଷ୍ଟା କରୁଛୁ ଏ କଥା କୌଣସି ଜାତି ସହିତ ଜଡିତ ନୁହଁ, କୌଣସି ଧର୍ମ ସହିତ ଜଡିତ ନୁହଁ, କୌଣସି ସମ୍ପ୍ରଦାୟ ସହିତ ଜଡିତ ନୁହଁ କାହାର ବ୍ୟବସାୟ ସହିତ ଜଡିତ ନୁହଁ ,ଏ କଥା ଆପଣଙ୍କ ଜୀବନ ସହିତ ଜଡିତ l ବ୍ୟକ୍ତି ଟିଏ ବଦଳି ଯାଉ ବ୍ୟକ୍ତି ଟିଏ ସୁଧୁରି ଯାଉ ଏହା ହିଁ ଆମ ଉର୍ଦ୍ଦେଶ୍ୟ l #JibanaAamarDayitwaAamar

Talk by Binod bihari
concept Binod bihari
whatsap=9438821964

show more

Share/Embed