Birth place of Madhu babu/ସତ୍ୟଭାମା ପୁ୍ର/ପାଗା/କଟକ
Hari94 vlogs Hari94 vlogs
1.07K subscribers
1,155 views
12

 Published On Mar 12, 2024

ମଧୁ ବାବୁଙ୍କ ଜନ୍ମ ସ୍ଥାନ ଓ ଏନ୍ତୁଡ଼ି ଶାଳ
ସତ୍ୟଭାମା ପୁ୍ର,
ପାଗା
ଜିଲ୍ଲା କଟକ
@ମଧୁବାବୁଙ୍କ ଏନ୍ତୁଡ଼ି ଶାଳ
#madhubabunka entudi sala
@ଉତ୍କଳଗୌରବ
#madhubabu
#cuttackvlogs
@Cuttack
#odisha
କେମିତି ଯିବେ ?
କଟକରୁ ଜଗତପୁର ଛକ ଆସିବେ ,ସେଠୁ ସାଲେପୁର ରାସ୍ତାରେ 10km ଆଗକୁ ଗଲେ ଆପଣ ପହଞ୍ଚିବେ ପାଗା ବଜାର । ବାସ ସେଥି ଆପଣ ଦେଖିବେ ରାସ୍ତାର ବାମ ପାଖରେ ଗୋଟିଏ ବଡ boad ଲାଗିଛି । ସେଥିରେ ଲେଖା ଅଛି " ମଧୁବାବୁଙ୍କ ଏନ୍ତୁଡ଼ି ଶାଳ -3.5km" , ସେଠୁ ବାମକୁ ସିଧା ଗଲେ ଆଉ ଗୋଟେ boad ମିଳିବ ବାମ ପାଖରେ । ଆଉ ସେଠୁ ଡାହାଣକୁ 500mtr ଗଲେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ ପହଞ୍ଚି ଯିବେ । ଭିତରକୁ ଯିବା ଲାଗି କୌଣସି ଟିକେଟ କରିବାକୁ ପଡ଼ିବ ନାହିଁ । ଆଉ ଆନଂଦରେ ଭିତରେ ବୁଲି ଦେଖି ପାରିବେ ।

ବନ୍ଦେ ଉତ୍କଳ ଜନନୀ ।

show more

Share/Embed