ଚିକେନ ସକୁତି||Chicken Sakuti||Sakuti 🐔 Recipe
Village Cooking Traditional Village Cooking Traditional
457 subscribers
825 views
3

 Published On Mar 16, 2024

ଚିକେନ ସକୁତି||Chicken Sakuti||Sakuti 🐔 Recipe#viral #trending #meat #cooking #video
Yours Queries-
chicken Sakuti
how to make chicken Sakuti
testy chicken Sakuti recipe
delicious 😋 chicken Sakuti
traditional meat Sakuti
swadist chicken Sakuti
the process of chicken Sakuti
unique chicken Sakuti recipe
kese banate Hain chicken Sakuti recipe
nonveg testy chicken Sakuti
Goa famous chicken Sakuti recipe
the new chicken Sakuti recipe
healty and swadist chicken recipe
rare chicken Sakuti recipe

INGREDIENTS - ଆବଶ୍ୟକ ସାମଗ୍ରୀ
1- broiler chicken
2-coconut
3-ginger
4-garlic
5-onion
6- coriender leaves
7-black pepper
8-cloves
9-green chilli
10- chilli powder
11- turmeric powder
12-garam masala
13- chicken masala
14-salt
15-cooking oil
16-water
IN ODIA LANGUAGE - ଓଡ଼ିଆ ଭାଷାରେ

୧-ବ୍ରଏଲର୍ ମାଂସ
୨-ନଡ଼ିଆ
୩-ଅଦା
୪- ରସୁଣ
୫- ପିଆଜ
୬- ଧନିଆ ପତ୍ର
୭- ଗୋଲମୋରିଚ
୮- ଲବଙ୍ଗ
୯-କଞ୍ଚା ଲଙ୍କା
୧୦-ଲଙ୍କା ଗୁଣ୍ଡ
୧୧- ହଳଦୀ ଗୁଣ୍ଡ
୧୨-ଗରମ ମସଲା
୧୩- ଚିକେନ ମସଲା
୧୪-ଲୁଣ
୧୫- ତେଲ
୧୬- ପାଣି
Cooking Procedure- ରୋଷେଇ ପ୍ରଣାଳୀ
ପ୍ରଥମେ ମାଂସ କୁ ଧୋଇନେବା। ତାପରେ ନଡ଼ିଆ କୁ କରଣୀ ସାହାଯ୍ୟରେ କୋରିନେବା। ତାପରେ କରେଇ ରେ
ତେଲ ପକେଇ ଅଦା ଓ ରସୁଣ କୁ ଭଲ ଭାବରେ ଭାଜିବା ଓ ସେଥିରେ ଲବଙ୍ଗ ଓ ଗୋଲ୍ମୋରିଚକୁ ପକେଇ ଭାଜି ନେବା।
ତାପରେ ସେଥିରେ ନଡିଆ କୁରା, ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ଓ କିଛି ସମୟ ଭାଜିବାପରେ ସେଥିରେ କଟା ପିଆଜ ପକାନ୍ତୁ। ଭଲ ଭାବରେ ଭାଜି ହୋଇଯିବାପରେ ଗୋଟାଏ ପାତ୍ର କୁ ବାହାର କରି ଆଣିବା ଓ ଥଣ୍ଡା ହେବା ପରେ ସେଥିରେ ଗୋଟେ କପ୍ ପାଣି ଦେଇ ପେଷ୍ଟ ପ୍ରସ୍ତୁତ କରିବା। ତାପରେ ଧନିଆ ପତ୍ର ସହିତ କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ଵାଦ ଅନୁସାରେ ଲୁଣ ମିଶାଇ ଗୋଟାଏ ପେଷ୍ଟ ପ୍ରସ୍ତୁତ କରିବା ଓ ସେହି ପେଷ୍ଟ କୁ ମାଂସ ରେ ପକାଇ ଭଲ ଭାବରେ mix କରିବା। ତାପରେ କରେଇ ରେ ତେଲ ପକେଇ କଟା ପିଆଜ ପକେଇ ଦେବା ଓ କଲର୍ ଆସିବା ଯାଏ ନାଡି ଚାଲିବା।
ତାପରେ କରେଇ ରେ ମାଂସ ପକାଇ ଭଲ ଭାବରେ
Mix କରିବା ଓ ଢାଙ୍କୁଣି ଘୋଡ଼ାଇ ସିଝିବା ପାଇଁ ଛାଡ଼ିବା
ମାଂସ ସିଝି ଆସିବା ପରେ ସେଥିରେ ଭଜା ନଡ଼ିଆ, ଅଦା, ରସୁଣ, ଲବଙ୍ଗ, ଗୋଲ୍ମୋରିଚ, ଓ କଟା ପିଆଜ ର ମିଶ୍ରିତ ପେଷ୍ଟ କୁ ପକାଇ ଭଲ ଭାବରେ ଗୋଳାନ୍ତୁ। ତାପରେ ଢାଙ୍କୁଣି ଘୋଡ଼ାଇ ସମ୍ପୂର୍ଣ୍ଣ ଭାବରେ ସି ଝିବାପାଇ ଛାଡ଼ିବା।
ରସା ସୁଖିଆସିବା ପରେ ସେଥିରେ ପୁଣି ଦୁଇ କପ୍ ପାଣି ଦେଇ ଭଲ ଭାବରେ Mix କରିବା ଓ ସେଥିରେ ଚିକେନ ମସଲା, ଗରମ ମସଲା ପକେଇବା ସହ ଧନିଆ ପତ୍ର ପକେଇ ଦେବା ଓ ବାହାର କରି ଆଣିବା।
ଏବେ ରେଡ୍ଡୀ ହେଇଗଲା ଆମର ଚିକେନ ସକୁତୀ।

Village Cooking Traditional
Basta,Balasore, Odisha, India
Thanks 🙏 for watching my videos
please Subscribe,like, Share .🙏

show more

Share/Embed