RAKSHYAKARI | NEW ODIA CHRISTIAN SONG | J V JANEETA DEVAKAR | A D JOSEPH | IMFM OFFICIAL
IMFM OFFICIAL IMFM OFFICIAL
1.86K subscribers
820 views
92

 Published On Premiered Sep 20, 2024

👉 subscribe to IMFM OFFICIAL
   / @indianmissionarfellowshipmissi  

Credits:
Music by : A D JOSEPH
Sung by : J V JANEETA DEVAKAR
Lyrics by: Father S.J.BERCHNAMS
Lyrics translated To Odia: Rev.J A DEVAKAR

All Music produced Arranged & Designed by : A D JOSEPH
Backing vocals: J A Devakar
Recording vocals: Joseph studio
Mixed and Mastered by : A D Joseph

Special thanks
Tuna Bag
Prasanna kumar
Jitu
Krishna
Naru
IMFM CHURCH CHARBATI TEAM

Lyrics -
ତୁମେ ମୋ ରକ୍ଷାକାରୀ ଶାନ୍ତି ରେ ମୁଁ ରହିବି (୨)
ଶୟନ କରି ମୁଁ ଜାଗ୍ରତ ହେଲି
ନିରାପଦରେ ମୋତେ ରଖିଅଛ (୨)
ତୁମେ ମୋ ରକ୍ଷାକାରୀ ଶାନ୍ତି ରେ ମୁଁ ରହିବି

ମୋ ବିରୁଦ୍ଧରେ ଉଠିଲେ ବି
ସଦାପ୍ରଭୁ ମୋ ସପକ୍ଷ ହେଲେ (୨)
ମୋର ଢାଲ, ମୋ ଗୌରବ
ମୋ ମସ୍ତକ ତୁମେ ଉଠାଇଲ (୨)
ଶୟନ କରି ମୁଁ ଜାଗ୍ରତ ହେଲି
ନିରାପଦରେ ମୋତେ ରଖିଅଛ
ତୁମେ ମୋ ରକ୍ଷାକାରୀ ଶାନ୍ତି ରେ ମୁଁ ରହିବି

ଘଟିଥିବା ବିଷୟକୁ
ସ୍ମରଣ କରି ମୁଁ କାନ୍ଦୁଥିଲି (୨)
ସବୁ କାର୍ଯ୍ୟକୁ ମଙ୍ଗଳ କରି
ପିତା ତୁମେ ମୋ ସଙ୍ଗୀ ହେଲ
ଶୟନ କରି ମୁଁ ଜାଗ୍ରତ ହେଲି
ନିରାପଦରେ ମୋତେ ରଖିଅଛ
ତୁମେ ମୋ ରକ୍ଷାକାରୀ ଶାନ୍ତି ରେ ମୁଁ ରହିବି

ଆଜି ଦେଖିବା ମିସ୍ରୀୟଙ୍କୁ
କେବେ ତୁମେ ଦେଖିବ ନାହିଁ
ଆଜି ଦେଖିବା ଦୁଃଖକୁ
କେବେ ତୁମେ ଦେଖିବ ନାହିଁ
ସଦାପ୍ରଭୁ ଯୁଦ୍ଧ କରିବେ
ନୀରବରେ ମୁଁ ରହିବି
ଶୟନ କରି ମୁଁ ଜାଗ୍ରତ ହେଲି
ନିରାପଦରେ ମୋତେ ରଖିଅଛ
ତୁମେ ମୋ ରକ୍ଷାକାରୀ ଶାନ୍ତି ରେ ମୁଁ ରହିବି

To Listen To The Songs From MAAGIBAA , click here
   • MAAGIBAA | NEW ODIA CHRISTIAN SONG | ...  

To Listen To The Songs From SINGHAASANA , click here
   • SINGHAASANA | NEW ODIA CHRISTIAN SONG...  

To Listen To The Songs From RAKHYAA , click here
   • RAKHYAA | SINGHAGARTTA | NEW ODIA CHR...  

To Listen To The Songs From Dhanyabaada , click here
   • DHANYABADA | NEW ODIA CHRISTIAN DEVOT...  

To Listen To The Songs From TUMEHE ESHWARO , click here
   • Tumehe Eshwaro /ତୁମେ ହିଁ ଈଶ୍ବର / new ...  

Follow us on

YOUTUBE:    / @indianmissionarfellowshipmissi  

Instagram:
https://www.instagram.com/imfm_offici...


🔴IMFM OFFICIAL. All rights reserved.🔴

show more

Share/Embed