Banapur Bhagabati Temple || Balugaon || Banapur || Banasura || Odisha Tourism || Odisha Darshan
ODISHA DARSHAN ODISHA DARSHAN
5.63K subscribers
5,465 views
119

 Published On Nov 19, 2021

#ବାଣାସୁରର_ଓଡ଼ିଶା_କନେକ୍ସନ | ମା ଭଗବତୀ କାଳେ ଅସୁର ରାଜ ବାଣାସୁରର ଆରଧ୍ୟଦେବୀ ଥିଲେ, ବାଣପୁର କାଳେ ବାଣାସୁରର ରାଜଧାନୀ ଥିଲା.. ଆହୁରି ଅନେକ କଥା ରହିଛି ଏ ଭିଡ଼ିଓରେ ମା ଭଗବତୀଙ୍କୁ ନେଇ.. There is a lot of information about maa Bhagabati and Banasur in this video.. plz do watch..
ଓଡିଶାର ବିଭିନ୍ନ ଜାଗା ସମ୍ପର୍କରେ ଜଣାଇବାକୁ, ସେ ଜାଗାର କଥା କାହାଣୀ କିମ୍ବଦନ୍ତୀ ହିଷ୍ଟ୍ରି ମିଷ୍ଟ୍ରି ବିଷୟରେ ଆପଣଙ୍କୁ ସୂଚନା ଦେବାକୁ ଆମର ଏ ଛୋଟ ପ୍ରୟାସ । ଓଡିଶାରେ ଏମିତି ସବୁ ଜାଗା ଅଛି, ଯେଉଠି ଅନେକ ରହସ୍ୟ, ରୋମାଞ୍ଚ ଲୁଚି ରହିଛି । ଯାହା ବିଷୟରେ ଲୋକେ ଅଜଣା । ସେ ସବୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏ ଚେଷ୍ଟା ।ଏଠି ଆପଣ ଟିକେ ନିଆରା ପାଇବେ ।
This is our small effort to tell you about different parts of Odisha, to tell you about the story and legend of the story. There are so many types it's hard to say. Which people do not know about. We are trying to get it to you. Here you will find a little extra...

show more

Share/Embed