Budia dhemsa(ବୁଡିଆ )//dhungiaput
DORABABU DORABABU
125 subscribers
845 views
21

 Published On Apr 17, 2024

Budia dhemsa(ବୁଡିଆ )//dhungiaput//malkangiri adivasi dance 2024//PBRR1


Hello guys
I"m Padma dora,mey Thailand apple ber farming ke bare mey kuch jankari deta hnu....

ନମସ୍କାର ବନ୍ଧୁ, ମୁଁ ପଦ୍ମ ଦୋରା, ଥାଇଲାଣ୍ଡ ବରକୋଳି( Thai apple ber -red apple,ballsundri, green apple ber,Miss India etc.)ଚାଷ ବିଷୟରେ କିଛି ଉପଦେଶ ଆପଣମାନଙ୍କୁ ଏହି ଚ୍ୟାନେଲ ମାଧ୍ୟମରେ ସଂଖେପରେ ଜଣାଇ ପାରିବି। ଏହା ସହିତ ଆମ ଆଦିବାସୀ କୋଣ୍ଡା ଦୋରା ସଂପ୍ରଦାୟର କଳା, ସଂସ୍କୃତି ଏବଂ କୋଣ୍ଡା ଦୋରା ସମାଜ ର ଲୋକ ମାନଙ୍କ ଦୈନନ୍ଦିନ ଜୀବନୀ ଶୈଳୀ ବିଷୟରେ ଅବଗତ କରାଇ ପାରିବି ।

ଭିଡିଓ ଭଲ ଲାଗୁଥିଲେ, ଭିଡିଓ କୁLike କରନ୍ତୁ,ସାଙ୍ଗମାନଙ୍କ ସହିତ Share କରନ୍ତୁ ଏବଂ ଏହିଭଳି ଭିଡିଓ ଦେଖିବା ପାଇଁ ଚ୍ୟାନେଲ କୁ Subscribed କରି Bell iconକୁ Press କରନ୍ତୁ। ଧନ୍ୟବାଦ।

show more

Share/Embed