Le Le Le Baula|| ଲେ ଲେ ଲେ ବଉଲ //Sambalpuri Dj Remix Song || Jayashree Dhal || Shaswat Tripathy
Survibration Survibration
369K subscribers
2,423,524 views
23K

 Published On Oct 23, 2020

SONG CREDITS:

Song: Le Le Le Baula - Sambalpuri Dj remix
Singer: Jayashree Dhal
Rap : Shaswat Tripathy
Music Arranger : Suraj Haldar

Choreography : Gourishanker
Instrument Playing : Ranjan , Govind , Anshuman
Make up : Lina , Preety
Mixed and Mastered by Studio Sur Vaibration - BBSR 7008940396
D.O.P : Anil , RK
language -Sambalpuri
Editing : Sur Vaibration (Pintu)
Copyrights© By - Survibration

Original Credit :
Singer : Bibhuti Pattnaik
Lyrics : Ram Prasad Purohit
Music : Prabhuduta Pradhan

LYRICS

ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା

ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
ଲେ ଲେ ଲେ ବଉଲ
ଦ୍ଵିତୀୟା ଜନ୍ହ କେ ମାରୁଚି ଠାର
ହାଏ ରେ ବୋଉଲ କିଏ ଦେବା ତାର୍ ମୂଲ ରେ

ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
ଲେ ଲେ ଲେ ବଉଲ

Rap

ସମ୍ବଲପୁରର ମାଟି ପାନି ଝରସି ହୀରା ନୀଲା
ସବୁଠାନେ ବାରି ହେଶନ ସମଲପୁରିଆ ପିଲା
ଆମର୍ ତିହାର ନୂଆଖାଇ ଆରୁ ପୁସ୍ ପୁନେଇ
ଆଇବୁ ଯଦି ଆମର୍ ଘାଏଁ ହେବୁରେ ଦିୱାନି


ଦେଖିଥିଲି ତତେ ଦୂତୀଆ ଦିନେ
ଗାଁର୍ ମଜାର୍ ଖୁଲି ଯାତରା ଥାନେ ( ୨ )

ଚିକନ୍ ଖରା ଉଦିଆ ତରା
ହାଏ ରେ ବଉଲ ସତେ ହବା କାଏଁ କନିଆ ବର


ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
ଲେ ଲେ ଲେ ବଉଲ

Rap

ସମଲପୁରର ବଜା ଚିହ୍ନା ବଜା ଦୂଲ୍ ଦୁଲି
ପାଲେ ସିରିଥି ପରୁହା ନଚା ଦେଲେ ହୁଲୁ ହୁଲି
ବାଜିଲେ ଘାଏଁ ଆମର୍ ବଜା ନାଇଁ ପାରୁ ସମ୍ଭାଲି
ଜେନ୍ ଟିକେ ବାଜିଯିବା ଯାଇ ମନ୍ ପଲି


ଧରା ସିରାବନ ବରଷା ରାତି
କଥା ନାଇଁ କହିଲେ ଫାଟୁଚେ ଛାତି ( ୨ )

ଏ ଭାବ ତୋର ମୁନୁଗା ଚେର
ହାଏ ରେ ବଉଲ ଛନ ଛନ ଆଖି କଜଲ ଗାର

ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
ଲେ ଲେ ଲେ ବଉଲ

Rap

ଲେ ଲେ ଲେ ବଉଳ ବିଭୂତି ଦାଦାର୍ ଗାନା
ପ୍ରଭୁଦତ୍ତ ପ୍ରଧାନ ଶାନ୍ତି ସଂସ୍କୃତିର ସୁନା
ରାମ୍ ପ୍ରସାଦ ପୁରୋହିତ କୁ କାହାକେ ନାଇଁ ଜନା
ତାଙ୍କର୍ ଲେଖା ଏ ଗିତ୍ କେ ଉଡ଼ାଉଚି ବାନା


ଝଲ ମଲ କରେ ମୁହୁଁ ଦର୍ପନ୍
ଘଡି ମାରି ଧନ ଉଠୁଚେ ଜନ୍ହ

ବହାଲର୍ ଚନା ଲାଗୁଚେ ବନା
ସତେ ହେବା କାଏଁ କନିଆ ବର

ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
ଲେ ଲେ ଲେ ବଉଲ

ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା
ନାନା ନାନା ନାନାନା

#Jayashree_Dhal_Odia_Song #Shaswat_Tripathy #Sambalpuri_song #Odia_song #Odia_remake_song

show more

Share/Embed