Lal Gulabi 2.0 | Full Video Song | Mantu Chhuria | Diptirekha Padhi | Chinmaya | Sarita
Rukmani Creation Rukmani Creation
375K subscribers
19,099,752 views
70K

 Published On Premiered Feb 13, 2020

✽II "ରୁକ୍ମଣୀ କ୍ରିଏସନ" ଭେଟି ଦେଉଛି ଏହାର ଅଗଣିତ ଦର୍ଶକ ମାନଙ୍କ ପାଇଁ ଏକ ସୁନ୍ଦର ଡାନ୍ସ ନମ୍ବର "ଲାଲ ଗୁଲାବୀ" ର ଫୁଲ ଭିଡ଼ିଓ । ଏହି ଗୀତଟିକୁ ଗାଇଛନ୍ତି ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଦୀପ୍ତିରେଖା, ଗୀତଟିକୁ ଲେଖିଛନ୍ତି ନିର୍ମଳା ପଣ୍ଡା, ସଂଗୀତରେ ସଜେଇଛନ୍ତି ସଂଗୀତ ରତ୍ନ ଦୀପକ କୁମାର ,ଗୀତଟିର ପ୍ରଯୋଜନା କରିଛନ୍ତି ପ୍ରଫୁଲ୍ଲ ଦଳେଇ (ପପୁ), ଗୀତଟିରେ ଅଭିନୟ କରିଛନ୍ତି ଚିନ୍ମୟ ଓ ସରିତା , ଗୀତଟିର ନିର୍ଦେଶନା ଦେଇଛନ୍ତି ସତ୍ୟ ରଥ, ଗୀତଟିର ଡିଓପି କରିଛନ୍ତି ରଶ୍ମିରଂଜନ, ଗୀତଟିର ନୃତ୍ୟ ନିର୍ଦେଶନା ଦେଇଛନ୍ତି ସନ୍ତୋଷ, ଭିଡ଼ିଓଟିକୁ ଏଡିଟ କରିଛନ୍ତି ଜନ୍ମେଞ୍ଜୟ ସାମଲ II✽

✽II ଯଦି ଏହି ଗୀତଟି ଆପଣଙ୍କ ମନକୁ ଛୁଇଁ ଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ ଏହିପରି ସୁନ୍ଦର ଓଡ଼ିଆ ଗୀତ ଶୁଣିବା ପାଇଁ ଆମ ଚାନେଲ "ରୁକ୍ମଣୀ କ୍ରିଏସନ"କୁ ସବସକ୍ର।ଇବ କରନ୍ତୁ II✽ ଧନ୍ୟବାଦ

✽II Video Credits II✽

✽ Song Name: Lal Gulabi
✽ Singer: Mantu Chhuria & Diptirekha Padhi
✽ Lyrics: Nirmala Panda
✽ Music Direction: Sangita Ratna Deepak Kumar
✽ Audio Produced By: Prafulla Dalei (Papu)
✽ Artists: Chinmaya & Sarita
✽ D.O.P: Rashmi Ranjan
✽ Choreographer: Santosh
✽ Editing & DI : Janmenjay Samal
✽ Direction: Satya Ratha
✽ Banner: Rukmani Creation
✽ Audio Recorded At: MRR Studio

✽II Don't Forget To Like And Share Our Video And Don't Forget To Subscribe "Rukmani Creation" And Press The Bell Icon To Receive Latest Notifications II✽ Thank You

#LalGulabi #MantuChhuria #DiptirekhaPadhi #FullVideo #Chinmaya #Sarita #RukmaniCreation #DeepakKumar #NirmalaPanda #PrafullaDalei #SatyaRatha #KK #OdiaModernSongs #OdiaDanceNumber #NewMantuChhuriaSongs #NewDiptirekhaSongs #NewDanceNumber #RomanticOdiaSong

✽II All Rights Of This Content Belongs To "Rukmani Creation", Any Misuse, Reuse, Re Upload & Unauthorized Use Of This Content May Subject To Copyright Claim And Legal Action Against Third Party II✽

show more

Share/Embed