ବାସନମଯା ଯନ୍ତ୍ର ବା Dishwasher | କେତେ ଭଲ ଆଉ କେତେ ମନ୍ଦ ଆସନ୍ତୁ ଦେଖିବା | Odia Vlogger | America ru khati
America ru Khati America ru Khati
181K subscribers
468,537 views
10K

 Published On Jan 15, 2021

ନମସ୍କାର |ଜୟଜଗନ୍ନାଥ |
ଏହି ଭିଡ଼ିଓ ଟି ରେ ଦେଖିବେ ଆଧୁନିକ dishwasher or ବାସନମଯା ଯନ୍ତ୍ର ଟା କେତେ ଭଲ ଆଉ କେତେ ମନ୍ଦ | ମୁଁ ଏହି ଭିଡ଼ିଓ ଟିରେ ଭଲକି dishwasher ra functionality ଦେଖେଇଛି. କେମିତି ବାସନା ସଫା ହୁଏ ଏଥିରେ, କେତେ ସମୟ ଲାଗେ, ଭଲ କି ସଫା ହୁଏ କି ନାଇଁ ଏସବୁ ଆପଣ ଏହି ଭିଡ଼ିଓ ଟିରେ ଦେଖିପାରିବେ| ଆମେରିକା ରେ ଯେହେତୁ କାମବାଲୀ ବାଇ ବା ଡୋମେସ୍ଟିକ ହେଲ୍ପ ର ସୁବିଧା ନାହିଁ ଏହି dishwasher ହିଁ ମୁ ବହୁତ ବର୍ଷ ହେଲେ use କରିଆସୁଛି |ଆପଣ ନିଜେ ଦେଖନ୍ତୁ ଏଇଟା ଆପଣଙ୍କ ପାଇଁ ଉପଯୋଗୀ କି ନୁହେଁ|
ଆଶା କରୁଛି ଆପଣମାନେ ଖୁବ enjoy କରିବେ| ଯଦି ଭିଡ଼ିଓ ଟି ଭଲ ଲାଗିଲା ନିଶ୍ଚୟ like କରିଦିଅନ୍ତୁ ଏବଂ ଚାନେଲ କୁ subscribe କରିଦିଅନ୍ତୁ | ଖୁବ ଶୀଘ୍ର ଆମର ପୁଣି ଦେଖା ହେବ next ଭିଡ଼ିଓ ରେ | ସେଯାଏ, ଭଲରେ ଥାନ୍ତୁ ଆଉ ଭଲ ପାଉଥାନ୍ତୁ |

#dishwasher #Americarukhati #odiavloggerswagatika #odiavloggerinamerica #odialifestyle #odiajhia #ameodia #odiapk #odiavlogger #odiavlogs #odiafamilyinamerica
#amerikaruodia #odiavlog #swagatikadash #ameicalifestyle
.............................................................................................

ମୋର ଭିଡ଼ିଓ ସବୁର ଲିଷ୍ଟ ଏଠି, ଯଦି ଦେଖିନାହାନ୍ତି ତେବେ ନିଶ୍ଚୟ ଦେଖିନିଅନ୍ତୁ

ରୁଟି ଉପାଖ୍ୟାନ |ଆଧୁନିକ ରୁଟି ତିଆରିକରୁଥିବା ରୋବଟ
   • ରୁଟି ଉପାଖ୍ୟାନ |ଆସନ୍ତୁ ଦେଖିବା ନୂଆ Roti...  

New year Party Vlog
   • ନୂଆବର୍ଷ celebration ବ୍ଲୋଗ |ଆମେରିକାରେ ...  

କେମିତି ପାଳିଲୁ ଖ୍ରୀଷ୍ଟମାସ ଆମେରିକା ରେ ବ୍ଲୋଗ
   • ବଣଭୋଜି ଷ୍ଟାଇଲ ଚିକେନ ତରକାରୀ, ଆଂଗୁଠି ଚା...  

ବିଦେଶିନୀ ଙ୍କ ପଖାଳ ଖିଆ Odia Vlog :
   • ବିଦେଶିନୀ ମଜା ନେଲେ ପଖାଳର |Foreigner re...  

ଆମେରିକା ରେ Housetour Vlog :
   • ଆମେରିକାରେ ଘର design କେମିତିକା ଥାଏ ? Ho...  

ଆମେରିକା ରେ କାଠ ଘର କାଇଁକି ଓ କେମିତି ତିଆରି ହୁଏ
   • ଆମେରିକାରେ କାଠଘର କାହିଁକି ଓ କେମିତି ହୁଏ ...  

କେମିତି ଏତେ ସଫା ଆମେରିକା , ଆମେରିକା ରେ ସଫେଇ କରେ ୨କୋଟି ଦାମର ଗାଡି
   • ଆମେରିକା କେମିତି ଏତେ ସଫା ? Road cleanin...  

ଆମେରିକା ବଣରେ ବୁଲିବା,ଖାଇବା ଆଉ ଖଟି କରିବା
   • ଆମେରିକା ରେ ଜଙ୍ଗଲ ଓ ଝରଣା ଦେଖିବା | ଆମେର...  

ମୋର Introduction Vlog:
   • ମୁଁ କିଏ ? କଣ ଦେଖିବେ ଏଇ ଚାନେଲ ରେ ? l I...  

୬୦ ମିନିଟ ରେ party ଡେକୋରେସନ Vlog:
   • ମାତ୍ର ୬୦ ମିନିଟ ଭିତରେ ସହଜରେ କରନ୍ତୁ par...  

ଆମେରିକା ର ସବୁଠୁ ଶସ୍ତା ଦୋକାନ vlog
   • ଆମେରିକା ରେ ସବୁଠୁ ଶସ୍ତା ଦୋକାନ | ହରେକମା...  

ମୋର Hindi Vlog Channel:
   / @itsadashday2968  

Music credits :
www.bensound.com

show more

Share/Embed