ସବୁବେଳେ ପ୍ରଭୁଙ୍କୁ ମୋ ପାଖେ ପାଖେ ଦେଖିଲା ଭଳି ଲାଗେ|Puri BadaDanda Ru Bhaktanka Anubhuti-Jay Jagannath TV
JAY JAGANNATH TV JAY JAGANNATH TV
443K subscribers
22,577 views
753

 Published On Sep 7, 2022

ଅନୁଭୁତିରେ କାଳିଆ ସାଆନ୍ତ , ଦେଖନ୍ତୁ ମହାପ୍ରଭୁଙ୍କ ଅପୂର୍ବ ଲୀଳାର ମାହାତ୍ମ୍ୟ

"ଜୟ ଜଗନ୍ନାଥ ଟିଭି" କୁ ଆପଣମାନଙ୍କୁ ସ୍ୱାଗତ I ଏହି ଚାନେଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚାନେଲରେ ପ୍ରତିଦିନ ଶ୍ରୀକ୍ଷେତ୍ର ପୁରୀରୁ, ଶ୍ରୀପତିତପାବନଙ୍କ ମଙ୍ଗଳଆଳତୀ LIVE ଏବଂ ପତାକା ଲାଗି ଦର୍ଶନ LIVE ସହ ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ I

ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH : Dish TV-1397 , Videocon D2H -1397 & all cables of Odisha...For More Info regarding availability of this channel, Please contact - 6372804618 (Mobile)

This is the fourth channel of Siddhartha Television Network.
Also visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath

show more

Share/Embed