Jhara Jhara Jharigala // Deepika Pradhan //Bro.Joys // New Odia Christian Song 2024 // Genesis Music
GENESIS MUSIC GENESIS MUSIC
6.21K subscribers
158,616 views
3.5K

 Published On Premiered Apr 5, 2023

Praise be to the name of the Lord Jesus.
ପ୍ରଭୁ ଯୀଶୁଙ୍କ ମଧୁର ନାମର ଗୌରବ ହେଉ ।
GENESIS MUSIC ତରଫରୁ ସମସ୍ତ ଶ୍ରୋତା ମଣ୍ଡଳୀକୁ ଖ୍ରୀଷ୍ଟୀୟ ପ୍ରେମର ନମସ୍କାର, ତଥା Good Friday (ଶୁଭ ଶୁକ୍ରବାର) ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଜଣାଏ l ଖୁସିର ବିଷୟ ଏହା ଯେ ଆମ ସମସ୍ତଙ୍କ ପାପ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ବଳିଦାନ ଦେଲେ କାରଣ ତାହାଙ୍କ ଛଡା ଜଗତରେ ଅନ୍ୟ କେହି ନାହିଁ ଯିଏ ଆମକୁ ପାପମୟ ଜଗତରୁ ଉଦ୍ଧାର କରିବ , ତେଣୁ ଏହି ଗୀତ ଯୀଶୁଙ୍କର ସେହି ବଳିଦାନକୁ ସ୍ମରଣରେ ଆଣି ଆଜିର କେତେକ ଦୁର୍ବଳ ଖ୍ରୀଷ୍ଟୀୟ ଜୀବନ ପାଇଁ ଗୀତ ଟି ଆଶୀର୍ବାଦ ର ବିଷୟ ନିଶ୍ଚୟ ହେବ ତାଙ୍କୁ ଜାଣିବା ନିମନ୍ତେ ଏକ ଶିକ୍ଷା ହେବ l ଏଣୁ ଏହି ନୂଆ ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତ "JHARA JHARA JHARIGALA " ଭଉଣୀ ଦୀପିକା ପ୍ରଧାନ ପ୍ରଭୁଙ୍କର ଗୌରବ ପାଇଁ କଣ୍ଠ ଦାନ କରିଛନ୍ତି l ଗୀତ କୁ ଶୁଣନ୍ତୁ ଓ ଆଶୀର୍ବାଦ ର ସହଭାଗୀ ହୁଅନ୍ତୁ । ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତଟି ନିଶ୍ଚୟ ଆପଣ ମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଓ ବାସ୍ତବ ପ୍ରେମକୁ ବୁଝିବା ନିମନ୍ତେ ସହାୟକ ହେବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେବ ତେଣୁ ଆପଣ ମାନେ GENESIS MUSIC    / @pjoesh   ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଯେପରି ଆମେ ନୂତନ ନୂତନ ଗୀତ ଭେଟି ନେଇ ସମସ୍ତ ଭାଇ, ଭଉଣୀ ମାନଙ୍କ ମଧ୍ୟରେ ସୁସମାଚାର ପହଞ୍ଚେଇ ପାରିବୁ , ଧନ୍ୟବାଦ।
Don't forget to motivate us like share and subscribe, If there is any mistake in this song then do comments. God Bless you.

Song: " JHARA JHARA JHARIGALA "
   • Jhara Jhara Jharigala // Deepika Prad...  
♪ Singer: Deepika Pradhan
♪ Music: Brother Joys
♪ Lyrics: Rohit Pradhan
♪ Orchestration: Rajesh Behera
♪ Final Mix & Mastered By: BM Studio, Cuttack
♪ DOP: Khadim Hussain
♪ DI: Rohit Pradhan
♪ Banner: Genesis Music
♪ Produced By: Brother Joys


LYRICS##

ଝର ଝର ଝରିଗଲା
ତୋପତ ରୁଧିର
ମୋ ଯୀଶୁଙ୍କର ୨ ଥର
ଏଡ଼େ ପ୍ରେମ ଯେ ଥିଲା
ପାପୀ ମାନବ ପାଇଁ
ସେ ପ୍ରେମର ତୁଳନା ନାହିଁ
ଝରୁଛି କୃଶେ ରୁଧିର ଧାର
ସାନ୍ତ୍ୱନା କ୍ଷମା କୁ ନେଇ
ଝରୁଛି ତାଙ୍କ କ୍ଷମାର ଧାର
ଜଗତର ପାପ ପାଇଁ
ଝର ଝର,,,,,,୦,,,,

କୃଷିୟ ବେଦନା ଦାରୁଣ ଯାତନା
ନୀରବରେ ଗଲେ ସେ ସହି
ପାପ ଶୂନ୍ୟ ହୋଇ ଭୋଗିଲେ କଷଣ
କ୍ରୁଶେ ଦେଲେ ପ୍ରାଣ ମୋ ପାଇଁ
କାଲବରୀ ବୁକେ ଝରିଲା ରୁଧିର
ଅତୁଳ ସେ ପ୍ରେମକୁ ନେଇ
ଏଡ଼େ ପ୍ରେମ ଯେ ଥିଲା,,,,,୧,,

ତୋପତ ରକତ ଯାଉଛି ସେ ଝରୀ
ବର୍ଚ୍ଛା ଘାତେ ହୃଦ ବିଦାରି
କଣ୍ଟାର ଲତିକା ମୁଣ୍ଡରେ ମୁକୁଟ
ଶରୀରରେ କୋରଡା ଛାଟ
ପାପେ ପାପ ପାଇଁ
କ୍ରୁଶେ ହେଲେ ବଳୀ
ନ ଥିଲା ଦୋଷ ତାଙ୍କରି
ଏଡ଼େ ପ୍ରେମ ଯେ ଥିଲା,,,,୨,,

କହିଲେ ସେ ମୋତେ ପ୍ରେମରେ ଯୀଶୁ
ସହୁଛି ଦୁଃଖ ମୁଁ ତୋ ପାଇଁ
ପ୍ରାୟଚିତ୍ତ କରେ ମୁ ତୋରି ପାଇଁ
ସବୁ ସହୁଛି ମୁଁ ତୋ ପାଇଁ
ସ୍ୱର୍ଥତ ନ ଥିଲା ସେ କାହାରି ପାଇଁ
ଦୋଷୀତ ସାଜିଲେ ମୋ ପାଇଁ
ଏଡ଼େ ପ୍ରେମ ଯେ,,,,,୩,,,,
Share the testimony which is done unto you by God's Grace


Your Queries:-

#OdiaChristianSong #OdiachristianMusic #HumanSagarChristianSong #Maheshpani
#AseemapandaChristianSong #HumanSagarlatestsong
#Hindichristiansong #ICMOriginals #ICMApp #IndianChristianMusicApp #Christiansong #ChristianCoversong #MaheshPaniChristianSong
#jharajhrajharigala
#brotherjoys
#christiansong2024
#genesismusic
#hallelujah
#praisethelord
#hindisong
#odiaChristianSong
#OdiaChristianMusic #HumanSagarChristianSong
#Maheshpani
#AmitpaniChristianSong
#AmitPanisong
#HumanSagarlatestsong
#NewMasihGeet2024
#Masihigeet
#Yeshua #genesismusic #brotherjoys
#brojoys
#NewHindiChristianSong #LatestChristiansongHindi2023
#AnilKant
#Hindichristiansong2023
#ICMOriginals
#ICMApp
#IndianChristianMusicApp
#Christiansong
#ChristianCoversong #AmritaNayakCristianSong
#amitpanisong
#christiansong
#genesismusic
#jesuslovesyou
#jeevanhekya
#jivanhaikya
#jeevanhaiAnmol
#jeevanhaiterehawale
#HindiChristianSong #HindiWorshipSong #ChristianSong #JesusSong
#jivanhaikya
#jivanhekya
#sabseuncha
#sabseunchasabsebada
#brotherjoys
#deepikapradhan
#rohitpradhan
#yeshunaam
#mithanaam
#meethanaam
#JharaJharaJharigalaSong
#newodiaChristiansong
#newodiagoodfridaysong
#goodfridayvideosong
#newodiagoodfridayvideo
#newodiagoodfridayvideosong
#DeepikaJesussong
#Deepikachristianvideo song
#Goodfridayvideo
#NewodiaChristianvideo
#odiaChristianvideo2024
#newgoodfridayvideo
#odiajesusong
#JesussongHindiodia
#odishasongs
Visit for more songs:
   / @pjoesh  

   • Yeshu Bina Kuch Bhi Nahi // Jeevan Ha...  
Yeshu Bina Kuch bBhi Nahi

   • Jisu Hin Udhara // New Odia Christmas...  
Jisu Hin Uddhara

   • ମୃତ୍ୟୁଞ୍ଜୟୀ ଯୀଶୁ  // Mrutyunjayi Jisu...  
Mrutyunjayi Jisu

Thanks for watching God Bless You


Ⓟ&ⓒ Genesis Music 2023



ANTI-PIRACY WARNING *
This content is Copyright Genesis Music. Any unauthorized reproduction, redistribution, or re-upload is strictly prohibited of this material. Legal action will be taken against those who violate the copyright of the following material presented!
Share the testimony which is done unto you by God's Grace.

show more

Share/Embed