Opposition stalled Assembly | ବିରୋଧୀଙ୍କ ହଙ୍ଗାମା | The Quiver
THE Quiver News THE Quiver News
223K subscribers
242,015 views
706

 Published On Sep 2, 2024

#ବିରୋଧୀଙ୍କ_ହଙ୍ଗାମା
ସୁଭଦ୍ରା ଯୋଜନା ଉପରେ ବିରୋଧୀଙ୍କ କଡ଼ା ପାହାର ଚାଲିଛି । ଗୃହକୁ ଉଠାଉଛନ୍ତି ପକାଉଛନ୍ତି । ଏହି ଯୋଜନାରେ ରାଜ୍ୟର ମହିଳା ମାନଙ୍କୁ ବିଜେପି ସରକାର ଠକିଥିବା ଅଭିଯୋଗ ଆଣିଛନ୍ତି । ପ୍ରତିବର୍ଷ ୨୫ହଜାର କରି ଦୁଇବର୍ଷରେ ୫୦ହଜାର ଦେବାକୁ କହିଥିଲା ବିଜେପି । ହେଲେ ଏବେ ଠକି ଦେଇ ବର୍ଷକୁ ୧୦ହଜାର କରି ୫ବର୍ଷରେ ୫୦ହଜାର ଟଙ୍କା ଦେବାକୁ ଘୋଷଣା କରିଛି । ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ । ଗୃହ ଆରମ୍ଭରୁ ହଟ୍ଟଗୋଳ ଚଳାଇଥିଲେ ।
#pmnarendramodi #cmmohanmajhi #bjdodisha #naveenpatnaik #subhadrayojana #assembly #pravatiparida #bjpodisha #suramapadhee #questionhour #congress #sofiafirdous #september17 #jaynarayanmishra
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!    / @thequivernews  
Like us in Facebook:   / thequiverofficial  
Follow us in Instagram:   / thequivernews  
Follow us in Twitter:   / thequivernews  
Visit our website: https://thequiver.in/
Follow us in LinkedIn:   / thequivernews  
#thequiver #thequivernews #odishapolitics

show more

Share/Embed