MAA CHARCHIKA TEMPLE | ଓଡିଶା ର ଅନନ୍ୟ ଶକ୍ତିପୀଠ, ଯେଉଁଠି ପ୍ରଭୁ ପର୍ଶୁରାମ କରିଥିଲେ ଆରାଧନା |
Gyanaranjan Mishra Gyanaranjan Mishra
109K subscribers
7,830 views
418

 Published On Apr 20, 2022

#gyanaranjanmishra #maa #charchika #temple
ବିଶ୍ୱାସ ରହିଛି ଯେ ମା ଙ୍କ ଏହି ପ୍ରତିମା କୁ ପ୍ରଭୁ ପର୍ଶୁରାମ ନିଜେ ରୂପରେଖ ଦେଇଥିଲେ! ବିଶ୍ୱାବସୁ ପ୍ରଭୁ ନୀଳମାଧଵ ଙ୍କ ନିକଟକୁ ଗଲା ବେଳେ ଏହି ଠାରେ ମା ଙ୍କ ନିକଟ ରେ ପୂଜା କରିଥିଲେ. ଓଡିଶା ର ଏହି ମହାନ ତନ୍ତ୍ରପୀଠ ରେ ରହିଛି ପୁରାଣବର୍ଣ୍ଣିତ ଅନେକ ତଥ୍ୟ ଏବଂ କିମ୍ବଦନ୍ତୀ.

ଭିଡିଓ ଟି ରେ ମା ଙ୍କ ବିଷୟରେ ସମ୍ପୂର୍ଣ ବିବରଣୀ ଦେବାକୁ ଚେଷ୍ଟା କରିଛି. ଆଶା କରିବି କି ଏଖ କୁ ଅଧିକ ରୁ ଅଧିକ ଶେୟାର କରିବେ ଏବଂ କମେଣ୍ଟ ରେ ନିଜ ମତାମତ ଦେବେ!
ଚ୍ୟାନେଲ କୁ ସବସକ୍ରାଇବ କରିବାକୁ ଭୁଲିବେନି
ଜୟ ଜଗନ୍ନାଥ
ଜୟ ହିନ୍ଦ!

show more

Share/Embed