ଅନାସ୍ଥା ପ୍ରସ୍ତାବରେ ହାରିଲେ ବିଜେଡି NAC ଅଧ୍ୟକ୍ଷା | BJD Suffers Setback In Nilgiri NAC | Odisha Reporter
Odisha Reporter Odisha Reporter
2.48M subscribers
2,466 views
49

 Published On Sep 27, 2024

ଅନାସ୍ଥା ପ୍ରସ୍ତାବରେ ବିଜେଡି ହାତରୁ ଗଲା ନୀଳଗିରି ଏନଏସି । ଏନଏସି ଅଧକ୍ଷା ଭାବରେ ଜିତିଥିବା ଅମ୍ବିକା ଦାସଙ୍କ ବିରୋଧରେ କିଛିଦିନ ଅନାସ୍ଥା ପ୍ରସ୍ତାବ ଆସିଥିଲା । ମୋଟ 13 କାଉନସିଲରଙ୍କ ଭିତରୁ 11 ଜଣ ମତଦାନ କରିଥିଲେ । ଯେଉଁଥିରେ 10 ଟି ଭୋଟ ଅମ୍ବିକାଙ୍କ ବିରୋଧରେ ଯାଇଥିବା ବେଳେ ଗୋଟିଏ ସପକ୍ଷରେ ଥିଲା । ଅମ୍ବିକା ଦାସ ପରାଜୟ ହୋଇଥିବା ବେଳେ ସେ ଏ ମତଦାନ ପକ୍ରିୟାରେ ଅନିମିୟତା ନେଇ ଆଗକୁ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #nilgirinac #Balasore #BJD #NoConfidenceMotion

show more

Share/Embed