ଜନମ ହେଲେ ମାରୀୟମ କୋଳେ ମୋର ଯୀଶୁ ରାଜନ// ଓଡ଼ିଆ ଖ୍ରୀଷ୍ଟିଆନ ସଙ୍ଗୀତ//ଖ୍ରୀଷ୍ଟିଆନ ଭିଡିଓ//VID 20231223 WA0003
KING OF KINGS PALACE PRODUCTION KING OF KINGS PALACE PRODUCTION
4.08K subscribers
2,612 views
128

 Published On Dec 22, 2023

ସମସ୍ତଙ୍କୁ Happy Christmas 🎄and Happy New year,praise the Lord
ଏହି dance video ମାଧ୍ୟମରେ ଈଶ୍ୱର ଗୌରବ ପାଆନ୍ତୁ,ସର୍ବ ପ୍ରଥମେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ୍ ଜଣାଏ
ଏହି ଗୀତକୁ correction କରିବାରେ ସାହାଯ୍ୟ କରିଛନ୍ତି ଭାଇ Jashobanta,and Krushna,Gautam,
Lyrics/compose and, Music/Mr Julia Pradhan
Singer/Mr Sabat
Studio/Studio Melody Bargad
Choreography,Miss/Hanna
Dance group/Hanna,Anupa,Rojalin,Rozy Rani
Camera men/Mr JULIA
Editing MILAN/Jilu

ଆମ group ମାଧ୍ୟମରେ ସମସ୍ତ ଈଶ୍ବରଙ୍କ ଦାସ ଦାସୀଙ୍କୁ ବଡଦିନରେ ହାର୍ଦିକ ଶୁଭକାମନା ଜଣାଉ
ଏହି Dance video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଅନ୍ୟ ମାନଙ୍କୁ ମଧ୍ୟ share କରନ୍ତୁ ଏବଂ
Comment ରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ ।
ଏହି Dance video କୁ ସଫଳ କରି ବାରେ ଅନେକ ହିତା କ୍କଙ୍କ୍ଷୀଙ୍କ ନିରନ୍ତର
ପ୍ରାର୍ଥନା ଆମ ନିମନ୍ତେ ଉପାଦେୟ ହେଇ ପାରିଛି ସେଥିପାଇଁ ମୋର ସମ୍ପର୍କୀୟା
ସମସ୍ତଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ ଆମେନ୍ ......
ହଲେଲୁୟା, ଗୌରବ ପ୍ରଶଂସା କେବଳ ତାହାଙ୍କର

show more

Share/Embed