ଭଗବାନ ଙ୍କୁ ପାଇବାର ୮ ଟି ସଂକେତ ଆଜିହିଁ ଜାଣିନିଅନ୍ତୁ |Chintana Tv
CHINTANA TV CHINTANA TV
97.7K subscribers
89,994 views
1.4K

 Published On Premiered Sep 12, 2023

ଯଦି ଆପଣଙ୍କୁ ମିଳେ ଏହି ୮ ଟି ସଂକେତ ତେବେ ଭଗବାନ ନିଶ୍ଚୟ ଆପଣଙ୍କ ସାଥିରେ ଅଛନ୍ତି | Krishnabani | Chintana Tv


#motivation
#krishnavani
#geetagyan
#religion
#krishnamotivationalspeech
#chintanatv
#krishnaquotes


About this video -

ନମସ୍କାର ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ଏମିତି ୮ ଗୋଟି ସଂକେତ ବିଷୟରେ କୁହାଯାଇଛି ଯେଉଁ ସଂକେତ ମିଳିବା ଦ୍ୱାରା ଆପଣ ଜାଣିପାରିବେ ଯେ ଭଗବାନ ଆପଣଙ୍କୁ ପ୍ରେମ କରୁଛନ୍ତି ବୋଲି | ଏ ସବୁ ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗିବ | କିନ୍ତୁ ଏ ସବୁ ତଥ୍ୟ ଶ୍ରୀମଦ ଭାଗବତ ଗୀତା ଅନୁସାରେ ସଂଗୃହିତ ଅଟେ | ଭାଗବତ ର ଏକ ଶ୍ଳୋକ ରେ ଭଗବାନ ସ୍ୱୟଂ କହୁଛନ୍ତି - ମୁଁ ଯାହା ଉପରେ କୃପା କରିଥାଏ ତାର ସମସ୍ତ ଧନ ସମ୍ପତ୍ତି ନେଇଯାଇଥାଏ | ଉକ୍ତ ମନୁଷ୍ୟ ନିଜର ଧନ ସମ୍ପଦ ହରାଇବା ପରେ ତାର ବନ୍ଧୁ ବାନ୍ଧବ ତା ଠାରୁ ଧୀରେ ଧୀରେ ଦୂରେଇଯାନ୍ତି ଏବଂ ସେହି ବ୍ୟକ୍ତି ବିଭିନ୍ନ ପ୍ରକାର ର ଦୁଃଖ ପାଇଥାଏ | ଯାହାଦ୍ୱାରା ସେ ଦୁଃଖ ରୁ ମୁକ୍ତି ପାଇବା ପାଇଁ ମୋତେ ଆକୁଳ ହୋଇ ସ୍ମରଣ କରିଥାଏ |




🌹🌹🌹🌹🌹🌹🌹ଧନ୍ୟବାଦ 🌹🌹🌹🌹🌹🌹🌹

show more

Share/Embed