ଭାବ ବଜାରେ ଆଜି ପ୍ରେମର ହାଟ || BHABA BAJARE AJI PREMARA HATA (SAMEER PRADHAN)
AMARENDRA PANDA AMARENDRA PANDA
8.34K subscribers
83,140 views
1.2K

 Published On Feb 15, 2024

ଭାବ ବଜାରେ ଆଜି ପ୍ରେମର ହାଟ
ମନ ଉଚ୍ଛନ୍ନ ଦେଖି ପରାଣ ମିତ
କି ଆକୁଳେ ଦେଇଛନ୍ତି ବଢ଼ାଇ ହାତ
ଭାବ ବଜାରେ.....

ଏ ଜୀବନ ଯଉବନ ଆଞ୍ଜୁଳାଏ ଚୋରାବାଲି
ମୁଠାଇଲେ ସ୍ଵାର୍ଥେଲୋଭେ କ୍ଷଣିକରେ ଯିବ ଚାଲି
ପ୍ରିୟତମ ପ୍ରିୟ ମୋର ଆଉ କିଛି ଲୋଡ଼ା ନାହିଁ
ଶୟନରେ ସପନରେ ନିତି ଦେଖୁଥାଏ ମୁହିଁ
ଭକ୍ତି ସୁଧା ରସ ପାନ ଅଟେ ଅମୃତ
ଭାବ ବଜାରେ.....

ବିରହରେ ମନ ଭାରି ମିଳନ ଆନନ୍ଦ ଆଣେ
ଜୀବନର ପ୍ରତି କୋଣେ ସୁନେଲି କିରଣ ବୁଣେ
ଅଙ୍ଗେ ଲିଭା କଥା ଏହି ଶୁଣୁଥା ଡେରି ତୁ କାନ
ତାଙ୍କ ପଥ ଅନୁସରି ହେବୁରେ ଦିନେ ମହାନ
ଲଜ୍ଜ୍ୟା ଭୟ ଘୃଣା ତେଜ ଡାକନ୍ତି ନାଥ
ଭାବ ବଜାରେ.....

LYRICS & MUSIC : AMARENDRA PANDA



#bapibhaikirtan #bhajankirtan #music #odia #odiasong #bhajan #bhajansong #kirtan #satsang #srisrithakuranukulchandra

show more

Share/Embed