ଧାନ କିଣା ପାଇଁ ସିଲ ହେବ ରାଜ୍ୟ ସୀମା || Revenue Minister Suresh Pujari || Odisha Reporter
Odisha Reporter Odisha Reporter
2.5M subscribers
13,807 views
180

 Published On Oct 15, 2024

#ବାହାର_ରାଜ୍ୟର_ଚାଷୀ_ଓଡ଼ିଶାରେ_ବିକି_ପାରିବେନି_ଧାନ
ଥରେ ହିଁ ଯାଞ୍ଚ ହେବ ଧାନର ମାନ। ମିଲରେ କଟଣୀଛଟଣୀର ଶୀକାର ହେବେନି ଚାଷୀ। ଆଗରୁ ମଣ୍ଡିରେ ଥରେ ପୁଣି ମିଲରେ ଥରେ ମାନ ଯାଞ୍ଚ ହେଉଥିଲା। ଏବେ କିନ୍ତୁ ତାହା ହେବନାହିଁ। ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ କୃଷି ମନ୍ତ୍ରୀ। ସେହିପରି ଧାନ ବିକ୍ରି ବେଳେ ସିଲ ହେବ ପଡୋଶୀ ରାଜ୍ୟ ସୀମା। ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ। ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ। ଶୁଣନ୍ତୁ ଆଉ କ'ଣ କହୁଛନ୍ତି Revenue Minister Suresh Pujari
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #SureshPujari #paddy #Procurement #rice #odisha #OdishaReporter

show more

Share/Embed