KABI BABU NKA PALA COMEDY || ODIA PALA COMEDY || GAYIKA- GOURIBALA SWAIN || B R MOVIES
B R MOVIES B R MOVIES
294K subscribers
20,145 views
162

 Published On Nov 12, 2021

Topic- Kabi Babu nka Pala Comedy(କବିବାବୁଙ୍କ ପାଲା କମେଡି)
Pala Comedy Collection
Odia Pala Comedy collected from Pala
// DURYODHANARA SESA HASA //-By
Gayika- Gouribala Swain and Associates
B R MOVIES
Also, watch the Playlist of Gayika- Gouribala Swain here-
   • GAYIKA- GOURIBALA SWAIN  

ଏହି ଭାଗର ସାରାଂଶ -
ଏହି ପାଲା କମେଡି ଭାଗଟି ଓଡ଼ିଆ ପାଲା ଦୁର୍ୟୋଧନର ଶେଷ ହସ ବିଷୟବସ୍ତୁରୁ ସଂଗୃହିତ, ଏହାକୁ କବିବାବୁ ପରିବେଷଣ କରିଛନ୍ତି, ଏହି ପାଲାକୁ ଗାୟିକା ଗୌରୀଵାଲା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଥିଲେ
--------------------------------------------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା |
---------------------------------------------------------------------------------------------------
Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
OUR SOCIAL MEDIA LINKS :-
YouTube:-    / @brmovies  
Facebook:-   / biswaranjan.senapati.399  
Facebook Page:-   / brmoviesodia  
Twitter:-   / brmovies0101  
Blogger:- https://brmoviess.blogspot.com/
Website:- http://brmovies.in
Click on this link to watch more videos on my related channel Urmi Entertainment:-
   / @urmientertainment  
Also, enjoy more Pala videos on our other channel here-
   / @mamataentertainmentodia  
--------------------------------------------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. If somebody misuse, reuse, or unauthorized use of the same content may be subject to a copyright claim against him.
--------------------------------------------------------------------------------------------------
#KabiBabunkaPalaComedy
#GayikaGouribalaSwain
#PalaComedyCollection
#OdiaPalaComedy
#BRMOVIES

show more

Share/Embed