ଦେବକୁଣ୍ଡ ରେ ଥିବା ସୁନ୍ଦର ଝରଣା
Chandan Tudu Chandan Tudu
439 subscribers
84 views
1

 Published On Mar 6, 2024

ଦେବକୁଣ୍ଡ ଓଡିଶା ର ମୟୂରଭଞ୍ଜ ଜିଲ୍ଲା ର ଏକ ମନୋରମ ଓ ଦର୍ଶନୀୟ ସ୍ଥାନ ଅଟେ | ଦେବକୁଣ୍ଡ ଏଠାରେ ଥିବା ଏକ ଝରଣା ପାଇଁ ପ୍ରସିଦ୍ଧ | ଦେବକୁଣ୍ଡ ର ଅର୍ଥ ହେଉଛି ଦେବା ଦେବୀ ଙ୍କର ସ୍ନାନ କୁଣ୍ଡ | ହିନ୍ଦୁ ଧର୍ମ ମତରେ ଏହି କୁଣ୍ଡ ର ପାଣି ସ୍ପର୍ଶ କଲେ ସବୁ ପାପ କ୍ଷୟ ହୁଏ | ଦେବକୁଣ୍ଡ ଉଦଳା ଵନ୍ୟ ଖଣ୍ଡ ଅଧୀନ ରେ ଓ ଶିମିଳିପାଳ ଜୈବ ମଣ୍ଡଳ ନିକଟ ରେ ଅବସ୍ଥିତ | ଏଠାରେ ମା ଅମ୍ବିକା ଙ୍କର ଏକ ମନ୍ଦିର ଅବସ୍ଥିତ ଯେଉଁଠି କି ପ୍ରତି ବର୍ଷ ମକର ସଂକ୍ରାନ୍ତି ସମୟ ରେ ମେଳା ବସିଥାଏ |

show more

Share/Embed