।। ବେଲପାହାଡ଼ ସ୍କୁଲ ପଡ଼ା,ଗୁମାଡେରା ଗଣେଶ ପୂଜା ବିସର୍ଜନ ।।। ବିଦାୟ ନେଲେ ବିଘ୍ନ ବିନାଶକ ଗଜାନନ ।।
Belpahar Parivar Belpahar Parivar
524 subscribers
45 views
0

 Published On Sep 19, 2024

#Ganesh_Puja_2024
#School_Pada_Gumadera
#Belpahar_Jharsuguda
#ganeshchaturthi
ବେଲପାହାଡ଼ ସ୍କୁଲ ପଡ଼ା,ଗୁମାଡେରା ଗଣେଶ ପୂଜା ବିସର୍ଜନ ।
।। ବିଦାୟ ନେଲେ ବିଘ୍ନ ବିନାଶକ ଗଜାନନ ।। ଧୁମଧାମରେ ଅନୁଷ୍ଠିତ ହେଲା ଭସାଣି ଯାତ୍ରା ।।
ଗୁମାଡେରା ସ୍କୁଲ ପଡା ପୂଜା କମିଟି ପକ୍ଷରୁ ଗତକାଲି ବୁଧବାର ସନ୍ଧ୍ୟା 7 ଟାରେ ବିଘ୍ନ ବିନାଶକ ଗଜାନନଙ୍କ ଭସାଣିଯାତ୍ରା କୁ ଧୁମଧାମ ରେ କରାଯାଇଛି l ଗୁମାଡେରା ସ୍କୁଲ ପଡା ଠାରେ ସମ୍ପୂର୍ଣ ରୀତିନୀତି ଏବଂ ଧୁମଧାମରେ ଗଣେଶ ଚତୁର୍ଥୀ ଠାରୁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବାସହ ଆଜି ରାତିରେ ଗଣପତିଙ୍କ ବିସର୍ଜନ କରାଯାଇଛି l ଗଣପତିଙ୍କ ବିସର୍ଜନ ପାଇଁ ପୂଜା କମିଟି ପକ୍ଷରୁ ଅପରାହ୍ନ 7 ଟା ରୁ ସୁଦୂର ଟାଟା ରୁ ଆସିଥିବା ନୃତ୍ୟ ଦଳ, ଦୁଲିଦୁଲି ବାଜା, ଡିଜେ ଆଦିର ତାଳେତାଳେ ଶତାଧିକ ଶ୍ରଦ୍ଧାଳୁ ଙ୍କ ଗହଣରେ ଗୁମାଡେରା ସହର ପରିକ୍ରମା କରାଯାଇଥିଲା l ଏହିଅବସରରେ ଗୁମାଡେରା ସ୍କୁଲ ପଡା ପୂଜା କମିଟି ର ସମସ୍ତ ସଦସ୍ୟ ଏବଂ ଶହଶହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ l

show more

Share/Embed