GO DHAN HARANA- ଗୋଧନ ହରଣ-ଓଡ଼ିଆ ପାଲା- odiya pala||GAYEEKA SUSHREE JANAKI DEBATA||PART-8
B R MOVIES B R MOVIES
294K subscribers
98,864 views
569

 Published On Apr 25, 2019

GO DHAN HARANA//ଗୋଧନ ହରଣ New topic of odia pala

ଗାୟିକା ବିଦ୍ୟା ଭାରrତୀ ସୁଶ୍ରୀ ଜାନକୀ ଦେବତା ଏବଂ ସାଥି ମାନେ
ଏହି ବିଷୟଟି ନହାଭାରତ ରୁ ଉଧୃତ ହୋଇଅଛି

ଗାୟିକା ବିଦ୍ୟା ଭାରrତୀ ସୁଶ୍ରୀ ଜାନକୀ ଦେବତା
ଏହି ପାଲା ଗାୟିକା ଙ୍କର ସହଯୋଗୀ ସାଥି ମାନେ ହେଲେ -
ବାୟକ - ଦୁଲ୍ଲବ ସେନାପତି
ଶ୍ରୀପାଳିଆ - ଅଖିଳ ବିହାରୀ ଦେବତା
ପାଳିଆ - ବାଲ୍ମୀକି ସହୂ
ବିଚିତ୍ରାନନ୍ଦ ସହୂ
ମୁରଲୀଧର ସହୂ
ଭାଗ -୭

--------------------------------------------------------------------------
ଏହି ଭାଗ ତୀର ସାରାଂଶ ହେଉଛି -
ଉତ୍ତରକୁ ସାରଥୀ କରି ଯୁଧ୍ୟ କ୍ଷେତ୍ର କୁ ଯିବା ପରେ ଯୁଧ୍ୟ ଆରମ୍ଭ ହୋଇଛି ସେପ୍ରକାର ଯୁଧ୍ୟ କେବେ ଉତର ଆଗରୁ ଦେଖିବାଟା ଦୂରର କଥା ଶୁଣି ମଧ୍ୟ ନ ଥିଲେ | ଵୃହନୱାରୀ କୁ ପ୍ରଶଂସା କଲେ |ବର୍ହାନାରୀ ଏବଂ ତାଙ୍କର ପରଚୟ ପଚାରିବାରେ ଅର୍ଜୁନ ତାଙ୍କ ନାମ ର ଆଉ ଦଶ ଗୋଟି ନାମ କହି ଏବଂ ରାଜ୍ୟ ରେ ପହଂଚି ଭାଇମାନଙ୍କର ବୃତାନ୍ତ ଦର୍ଶାଉଛନ୍ତି

----------------------------------------------------------------
This Video has originally Prepared and presented by B R MOVIES
-----------------------------------------------------------------------------------------------------
ପାଲା ର ସଂଜ୍ଞା -
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବ ପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ ମନୋରଞ୍ଜନ ଧର୍ମୀ କାର୍ଜ୍ୟ କ୍ରମ
ବିଶେଷ କରି ଏହା ସାହିତ୍ୟିକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ପାଲା ର ବିଷୟବସ୍ତୁ କୁ ଜିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ , ସେ ପୁରାଣ ଅଷ୍ଟଦଶପୁରଣ , ଭାଗବତ , ରାମାୟଣ ଇତ୍ୟାଦି ର ବିଷୟବସ୍ତୁ କୁ ଆଧାର କରି ତାଙ୍କର କରିଥିବା ବିଷୟ କୁ ବ୍ୟାଖ୍ୟା କରନ୍ତି
ଗୋଟିଏ ପାଲା ଦଳ ରେ ଜଣେ ହେଲେ ବାୟକ ଜିଏ କି ମୃଦଙ୍ଗ ବଜାନ୍ତି , ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ କି ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକା ଙ୍କୁ ସହାୟତା କରନ୍ତି , ଗାୟକ ବା ଗାୟିକା ଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ . ଏଇ ହେଇଚି ପାଲା
--------------------------------------------------------------------------------------
Please click the following Links for previous parts of this pala-
   • GODHANA HARANA-ODIA PALA||GAYEEKA SUS...  
   • GO DHAN HARANA-ODIA PALA||GAYIKA SUSH...  
   • (ଗୋଧନ ହରଣ) GO DHAN HARANA-odiya pala(...  
   • GO DHAN HARANA ଗୋଧନ ହରଣ-odiya palaଓଡ଼...  
   • GO DHAN HARANA- ଗୋଧନ ହରଣ-odiya palaଓଡ...  
   • GO DHAN HARANA- ଗୋଧନ ହରଣ-ଓଡ଼ିଆ  ପାଲା-...  

   • GO DHAN HARANA- ଗୋଧନ ହରଣ-ଓଡ଼ିଆ  ପାଲା-...  

For more details please
LIKE | COMMENT | SHARE | SUBSCRIBE -

► Subscribe -    / brmovies  
► Like us on Face book : -   / br.movies.50  
► Follow us on Twitter : - https://twitter.com/search?q=brmovies...
► Circle us on G+ - https://plus.google.com/1081707986066...

Web - www.brmovies.in
-----------------------------------------------------------------------------------------
All the Copyright Reserved By B R MOVIES , if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.

show more

Share/Embed