ଆଧାର କାର୍ଡ ତରଫରୁ ଆସିଲା ବଡ଼ Update // ସମସ୍ତେ ଆଧାର କାର୍ଡ Update କରିବାକୁ ପଡ଼ିବ// All are need to Update
Curious Dev Curious Dev
397 subscribers
6,969 views
44

 Published On Sep 19, 2024

#uidai #aadharcard #aadharupdate #aadhar #aadharupdateonline

Hello ସାଙ୍ଗମାନେ । ମୋ channel କୁ ଆପଣମାନଙ୍କୁ ସ୍ଵାଗତ । ଏହି video ମାଧ୍ୟମରେ ଆପଣମାନେ କିଛି ନୂଆ ତଥ୍ୟ ଜାଣି ପାରିବେ ।
ଆଧାର କାର୍ଡ ତରଫରୁ ଆସିଲା ବଡ଼ Update । ସମସ୍ତଙ୍କୁ ଆଧାର କାର୍ଡ Update କରିବାକୁ ପଡ଼ିବ । କେମିତି କରିବେ ଆଉ Document କଣ କଣ ଦରକାର ହେବ, ଏହି video ସମ୍ପୂର୍ଣ ଦେଖିବା ପରେ ଆପଣ ଜାଣି ପାରିବେ ।

My Aadhar Link:- https://myaadhaar.uidai.gov.in/

Join Our Telegram Group:- https://t.me/+CCoTJEvdtd43NTJl

ଏହି video ଟି ଆପଣଙ୍କୁ କେମିତି ଲାଗିଲା ଆମକୁ comment ମାଧ୍ୟମରେ ଜଣାଇପାରିବେ ଆଉ ଯଦି ଭଲ ଲାଗିଥାଏ like କରନ୍ତୁ। ଆଉ ଏହି ଭଳି video ଦେଖିବାକୁ ଚାହୁଁଥିଲେ ଏବେ ହିଁ ଆମ channel Subscibe କରନ୍ତୁ।

show more

Share/Embed