Pitha Recipe||ମା ହାତ ତିଆରି ମଣ୍ଡା ପିଠା||ଆମ ସଂସ୍କୃତି ଓ ପରମ୍ପରା ପିଠା
Village Cooking Traditional Village Cooking Traditional
457 subscribers
381 views
3

 Published On Dec 20, 2023

Pitha Recipe||ମା ହାତ ତିଆରି ମଣ୍ଡା ପିଠା||ଆମ ସଂସ୍କୃତି ଓ ପରମ୍ପରା ପିଠା#viral #trending #village #cooking
your Queries
Manda pitha recipe
delicious 😋 pitha recipe
testy traditional Manda pitha
swadist arua chawal Manda pitha
cultural pitha recipe
chaula Manda
chaula Manda pitha
raw rice powder pitha recipe
maa Lakshmi favourite pitha recipe
gurubar special pitha
special Manda pitha
ମଣ୍ଡା ପିଠା
ଅରୁଆ ଚାଉଳ ମଣ୍ଡା ପିଠା
ମା ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ମଣ୍ଡା ପିଠା
villagecookingtraditional

INGREDIENTS
1=raw rice 🌾 powder 🍚
2=sugar
3=coconut 🥥🥥🥥🥥🥥
4=ginger
5=food colour
6=salt
7=water 💦
IN ODIA LANGUAGE
୧=ଅରୁଆ ଚାଉଳ ଚୂନା
୨=ସଫା ଚିନି
୩=ନଡ଼ିଆ
୪=ଅଦା
୫=ଫୁଡ୍ କଲର
୬=ଲୁଣ
୭=ପାଣି
PROCEDURE=ରୋଷେଇ ପ୍ରଣାଳୀ
ପ୍ରଥମେ ଅରୁଆ ଚାଉଳ କୁ ପେଶି ଚୂନା କୁ ଭଲ ଭାବରେ ଚଲେଇ ଦବା। ତାପରେ ନଡ଼ିଆ ଛଡେଇ କୋରଣିରେ କୋରୀ ଦବା। ତାପରେ ଚୁଲିରେ କଢ଼େଇ ବସେଇ ସେଥି
ରେ ପାଣି ଦେଇ ଚିନି ମିଶାଇ ଭଲ ଭାବରେ ମିକ୍ସ କରିବା
ତାପରେ ସେଥିରେ ନଡିଆ କୋରା ପକାଇ ମିକ୍ସ କରିବା ଓ
ମିକ୍ସ କରିବା ପରେ ସେଥିରେ ଫୁଡ୍ କଲର୍ ପକାଇ କିଛି ସମୟ ପର୍ଯ୍ୟନ୍ତ ମିକ୍ସ କରିବା ଓ ଗୋଟିଏ ପାତ୍ର କୁ ବାହାର
କରିଆଣିବା।
ଖଳି କରିବା ପାଇଁ ମୁଁ ଗୋଟାଏ ଛୋଟ ତସଲା ନେଇଛ । ପ୍ରଥମେ ଚୁଲିରେ ତସଲା ବସାଇ ସେଥିରେ ପାଣି
ଗରମ କରିବା। ତାପରେ ସେଥିରେ ଲୁଣ ପକେଇବା ଓ
ଅରୁଆ ଚାଉଳ ଚୂନା କୁ ଅଳ୍ପ ଅଳ୍ପ ମିସେଇ ଭଲଭାବରେ
ମିକ୍ସ କରିଦଵା। ଚୂନା ଖଳି ହେଇଗଲା ପରେ ବାହାର କରି
ରଖିବା।
ବାହାର କରିଥିବା ଖଳିକୁ କିଛି କିଛି ନେଇ
ହାତର ପାପୁଲି ସାହାଯ୍ୟରେ ଵଲ ପରି ଗୋଲାକାର ଆକୃତି
କରି ତା ଭିତରେ ପୁର ଦେଇ ପୁନଃ ଗୋଲ୍ କରି ରଖିବା ଓ
ତସଲା ରେ ପାଣି ଦେଇ ପାଣି କୁ ଭଲଭାବରେ। ଗରମ୍
କରିବା। ଅତି କମ୍ ରେ ଦଶ ମିନିଟ ପାଣି କୁ ଫୁଟେଇ ଦଵା
ତାପରେ ଆମେ ବାକି ରହିଥିବା ଖଳିକୁ ଗୋଲ କରି ପୁର ଦେଇ ରଖିଦେବା।
ଏବେ ଆମର ପାଣି ଭଲଭାବରେ ଗରମ ହେଇ
ଯାଇଛି। ପୁର ଦେଇ ରଖିଦେବା ପିଠାକୁ ଆମେ ଏବେ
ତସଲା ରେ ଗରମ୍ ହେଇଥିବା ପାଣିରେ ପକେଇବା ଓ ଦଶ
ମିନିଟ ପରେ ପାତ୍ରରେ ବାହାର କରି ଆଣି ରଖିଦେବା। ଏବେ ରେଡି ହେଇଗଲା ମଣ୍ଡା ପିଠା।
Thanks 🙏 for watching my video
villagecookingtraditionall
Basta, Balasore, Odisha, India
Like, Subscribe, Share & Comment please 🙏

show more

Share/Embed