ପ୍ରେମର ନିର୍ଝର / Premara Nirjhara / GoodFridayNewSong / Shashank Shekhar / Christian Music Melodies
CHRISTIAN MUSIC MELODIES CHRISTIAN MUSIC MELODIES
3.1K subscribers
22,359 views
1.1K

 Published On Mar 22, 2024

ପ୍ରେମର ନିର୍ଝର / Premara Nirjhara / Good FridayNewSong / Shashank Shekhar / Christian Music Melodies

#Goodfridaysong2024
#NewGoodFridaySongODIA
#NewOdiaDevotioinalSongPremaraNirjhara
#ShashankShekhar
#odiachristiansong2024
#odiachristiansongsShashankShekhar
#odiasonghumansagar
#odiachristiansongs

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହତ୍ ନାମର ଗୌରବ ହେଉ। ଖ୍ରୀଷ୍ଟରେ ବିଶ୍ୱାସୀ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ CHRISTIAN MUSIC MELODIES ତରଫରୁ ନମସ୍କାର ଜଣାଉଛୁ। କୃଶାର୍ପିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୁଃଖ, ଯାତନା ଏବଂ ବଳିଦାନର ଗଭୀର ପ୍ରେମକୁ ହୃଦୟଙ୍ଗମ କରି ପ୍ରଭୁଯୀଶୁଙ୍କ ପ୍ରେମ ଓ ବଳିଦାନ ଉପରେ ଆଧାରିତ ମନଛୁଆଁ ଭକ୍ତିପୂର୍ଣ୍ଣ ଗୀତ ଆଜି ମୁକ୍ତିଲାଭ କଲା । ଯେଉଁ ଗୀତକୁ କଣ୍ଠଦାନ କରିଛନ୍ତି ଓଡିଶାର ସୁପ୍ରସିଦ୍ଧ ଗାୟକ SHASHANK SHEKHAR JI. ଗୀତର ସ୍ବର ଓ ରଚନା କରିଛନ୍ତି REV. HEMANT NAIK ଓ ସଙ୍ଗୀତ ପରିଚାଳନା କରିଛନ୍ତି BRO. KOTA ANIL JI. ଆଶା କରୁଛୁ ଗୀତଟି ବହୁତ୍ ଭଲ ଲାଗିବ ଏବଂ ସମସ୍ତଙ୍କର ହୃଦୟସ୍ପର୍ଶୀ ହେବ । ଆପଣମାନଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ନିତାନ୍ତ ଆବଶ୍ଯକ । PRAISE THE LORD ।

*FOR CRYSTAL SOUND CLARITY “USE HEADPHONES"*

AUDIO & VIDEO CREDITS
SONG - ପ୍ରେମର ନିର୍ଝର Premara Nirjharaj
VOCALIST - SHASHANK SHEKHAR
Music Content - REV. HEMANT NAIK
Arrangements / Programming - KOTA ANIL
SOUND TRACKS - SAA STUDIO
MIX & MASTERING - Ashish Mohapatra
D.O.P / Camera - PRASHANT PK
Music Label - CMM Production - WhatsApp : 9337628133
Special Thanks
Ps. Jisaya Digal, Sumit Nayak, Susobhit & Subhashish, Family & Prayer Partners

#odiachristiansong2024
#odiachristiansongsShashankShekhar
#odiasonghumansagar
#odiachristiansongs
#lentsongs
#lentsong
#crossofcalvery
#ପ୍ରେମର ନିର୍ଝର
#PremaraNirjhara
#Goodfridaysong2024
#NewGoodFridaySongODIA
#crucifixion
#calverysongs
#golgotha
#passionweek
#passionofchrist
#NewOdiaDevotioinalSongPremaraNirjhara
#ShashankShekhar
#PremaraNirjharaShashankShekhar
#odiachristiansong24
#Christian Music Melodies
#ODIADEVOTIONALPASSIONWEEKSONG
#Premaranirjharaodiachristianvideo
#odiachristiansongPremaraNirjhara2024
#odiachristiansong2024
#odiachristiansongsShashankShekhar

LYRICS
କାଲବରୀ ଚୂଳେ, ଚାହିଁ ଦେଖ ଥରେ
KALAVARI CHULE CHANHI DEKHO THARE
ପ୍ରେମର ନିର୍ଝର ଝରେ.....୨
PREMARA NIRJHARA JHARE
ଯୀଶୁଙ୍କ ବୁକୁରୁ ଝରି ଝରି ଯାଏ....୨
JISUNKA BUKURU JHARI JHARI JAE
କ୍ଷମାର ରୁଧିର ଝରେ
KHYAMARA RUDHIRA JHARE
ଚାହିଁ ଦେଖ ପାପି ଥରେ....କାଲବରୀ ଚୂଳେ
CHANHI DEKHO PAPI THARE….KALAVARI CHULE

୧. ସେ ମହା ପ୍ରେମ ଅନୁସରୀ ମୁଁ ଯେ
SE MAHA PREMA ANUSARI MU JE
ଚାଲୂଥିବି ନିତି ଦିନ
CHALUTHIBI NITI DINA
ସେ କୃଶକୁ ଚାହିଁ କାଲବରୀ ପଥେ
SE KRUSHAKU CHANHI KALABARI PATHE
ବଢ଼ୁଥିବି ପ୍ରତିକ୍ଷଣ...୨…...ଆ...ଆ....ଆ
BADHUTHIBI PRATIKHYANA…2….AA…AA..AA
ଅନୁତାପ ନୀରେ କାନ୍ଦେ ମୋ ଅନ୍ତର...୨
ANUTAPO NIRE KANDEY MO ANTARA….2
ଦେଖି ସେ ବେଦନା କୃଶର
DEKHI SE BEDANA KRUSHARA
ଦାରୁଣ ଯାତନା ଯୀଶୁଙ୍କର.....କାଲବରୀ ଚୂଳେ
DARUNA JATANA JISHUNKARA…..KALABARI CHULE

୨. ସେ ଅମୃତ ବାଣୀ ମୋ କାନେ ଶୁଭୂଚି
SE AMRUTA VANI MO KANE SHUBHUCHI
ପ୍ରେମର ଡାକରା ହୋଇ
PRMARA DAKARA HOI
କଳୁଷତା ନେଇ ଆସିଛି ମୁଁ ଧାଇଁ
KALUSHATA NEI ASICHI MU DHAIN
କ୍ଷମାର ଆସ୍ୱାଦ ପାଇ...୨….. ଆ...ଆ....ଆ
KHYAMARA ASWADA PAI….2…..AA….AA..AA
ପାପ ଦାଗ ମୋର ଧୋଇ ଦେଲେ ସତ…..୨
PAPO DAGO MORO DHOI DELE SATA…2
ସୁଝିକି ପାରେ ତା' ପ୍ରତିଦାନ
SUJHIKI PARE TA’ PRATIDANA
ତୁଳନା ନାହିଁ ସେ ପ୍ରେମର
TULANA NAHIN SE PRAMARA
କାଲବରୀଚୂଳେ, ଚାହିଁ ଦେଖ ଥରେ
KALABARI CHULE CHANHI DEKHO THARE
ପ୍ରେମର ନିର୍ଝର ଝରେ......4
PREMARA NIRJHARA JHARE……4

(C) & (P) - ANTI-PIRACY WARNING *!! This AUDIO – VISUAL content is copyright to CHRISTIAN MUSIC MELODIES. Any unauthorized reproduction, redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented. ଦୟାକରି ଗୀତର ଅଡିଓ କି ଭିଡିଓ ରି-ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । YOUTUBE ର ନିୟମ ଅନୁସାରେ ଶୃଙ୍ଖଳା ରକ୍ଷା କରନ୍ତୁ ।

Contact: - (FOR NEW GOSPEL MUSIC CONTENT & OTHER QUERIES) Mail us at [email protected]

show more

Share/Embed