ନଳୀ ଗୁମ୍ଫା | ମାଳିକା ବର୍ଣ୍ଣିତ ନଳୀ ଗୁମ୍ଫା |
DP KI AP DP KI AP
2.6K subscribers
189 views
5

 Published On Aug 31, 2024

ଆଜି ମୁଁ ଆସିଛି ମାଳିକା ରେ ବର୍ଣ୍ଣିତ ହୋଇଥିବା ନଳୀ ଗୁମ୍ଫା। ଶ୍ରୀ ଅଚ୍ୟୁତାନନ୍ଦ ଶିବ କଳ୍ପ ମାଳିକା ରେ ଏହି ନଳୀ ଗୁମ୍ଫା ବିଷୟରେ ବର୍ଣ୍ଣନା କରିଛନ୍ତି। ଏ ଗୁମ୍ଫା ଟି ନଳ ପରି ଭିତରକୁ ଲମ୍ବା ହୋଇକି ଥିବାରୁ ଏହାର ନାମ ନଳୀ ଗୁମ୍ଫା ବୋଲି କୁହା ଯାଉଛି। ଏଠାରେ ବହୁତ୍ ସାଧୁ ସନ୍ଥ ଆସି ସିଦ୍ଧି ଲାଭ କରି ଯାଇଛନ୍ତି ସେଥି ପାଇଁ ଏ ଜାଗା କୁ ସାଧୁସନ୍ଥ ପୀଠ ମଧ୍ୟ କୁହାଯାଏ। ପାହାଡ଼ ଉପରେ ନଳୀ ଗୁମ୍ଫା। ପାହାଡ଼ ଉପରକୁ ଯିବା ପାଇଁ ରାସ୍ତା ପୁରା ଖରାପ। ଦୁଇ ପଟେ ଜଙ୍ଗଲ ମଝିରେ ରାସ୍ତା ଭିଡ଼ିଓ ରେ ଦେଖନ୍ତୁ ଆମେ ପାହାଡ଼ ଉପରକୁ କେମିତି ଯାଉଛୁ। 

ସ୍ଥାନ - ସିଦ୍ଧ ସାଧୁସନ୍ଥ ପୀଠ, ଜଲୌକା, କଟକ।

#youtubevideos
#longvideo
#vlogvideo
#odiavlogvideo
#snake
#cobra
#viralvideo
#viralodisha

show more

Share/Embed