GURUKARICHHI GO|| ଗୁରୁ କରିଛି ଗୋ ||New Odia Bhajan Video || Jasaswini Sahu | Jogadhyan
mahima music production mahima music production
2.87K subscribers
274,447 views
1K

 Published On Sep 27, 2023

GURUKARICHHI GO|| ଗୁରୁ କରିଛି ଗୋ ||New Odia Bhajan Video || Jasaswini Sahu | Jogadhyan#odiabhaja#alekhmahimabhajan#bhimabhoi #Bhimabhoimalika#song #video
Singer/Lyrics-Jososwini Sahu
Music -Jogadhyan Hansa
produce-Mahimamusic
Record -MS Studio Dungripali

Edit n Camera -🌟 Studio TIG


o ତାଙ୍କ କି ବର୍ଣ୍ଣିବି ଆହା,, ମହିମା ସାଗର ସେହି ୨
ସେହି ହସ୍ତଥରେ ଦେଳେ ସ୍ପର୍ଶକରି ୨ ପଥର ସୁବର୍ଣ୍ଣ ହୋଇ,, ପଥର,,,
ଗୁରୁ କରିଛି ଗୋ....... ( ୩ )
music
ଗଣ୍ତଦେଶ ତାଙ୍କ କି ବର୍ଣ୍ଣିବି ସଖି ନାମ ନୀଳକଣ୍ଠ ବହି.. ୨
ସବୁବିଷ ଜ୍ୱାଳା ଆହରଣକରି.. ୨..ଅମ୍ରୁତ ସେ ବାଣ୍ଟୁ ଥାଇ.. ଅମ୍ରୁତ ସେ..
ଗୁରୁ କରିଛି ଗୋ ହ୍ରୁଦୟ ବିକିଦେଇ ୨ ( ୪ )
music
ମୂଖ ମଣ୍ଡଳକୁ ବର୍ଣ୍ଣିବା ସକତି କଳ୍ପାନ୍ତରେ ମୁଁ ନ ପାଇ ୨
ସେ ମୂଖମଣ୍ଡଳ ଦିଶୁଥିଲେନେତ୍ରେ..୨ ଜନ୍ମ ମରଣ ନ ହୋଇ.. ଜନ୍ମମରଣ..
ଗୁରୁ କରିଛି ଗୋ ହ୍ରୁଦୟ ବିକିଦେଇ ୨ (୫)
music
ନଥିଲା ମୋ ଆଶା ପାଇବି ଏଭାଷା ସବୁ କରୁଣା ତାଙ୍କରି ୨
ଏ ଜନମେତାଙ୍କୁ ଗୁରୁ ରୂପେପାଇ ୨ ଜୀବନ ଧନ୍ୟ ମୋହରି..ଜୀବନ ଧନ୍ୟ
ଗୁରୁ କରିଛି ଗୋ ହ୍ରୁଦୟ କୁ ବିକିଦେଇ ଗୁରୁ କରିଛି ଗୋ ହ୍ରୁଦୟ କୁବିକିଦେଇ
ଗୁରୁ କରିଛି ଗୋ ହ୍ରୁଦୟ କୁ ବିକିଦେଇ,, ଗୁରୁ କରିଛି ଗୋ ହ୍ରୁଦୟ କୁ ବିକିଦେଇ
[ ସମାପ୍ତ ]

This Content Is Copyright To Mahima Music production..Any Unauthorized Reproduction, Redistribution Or Re-Upload Is Strictly Prohibited Of This Material. Legal Action Will Be Taken Against Those Who Violate The Copyright Of The Following Material Presented !

©️ All Copyright Reserved With MAHIMA MUSIC PRODUCER OR MAHIMA MUSIC JOGADHYAN
#suvrasaimusic #suvrasaibhakti

show more

Share/Embed