ବଣୁଆ ଦନ୍ତାହାତୀ ମହୁଲ ମଦପୋଚ ପିଇ ମାତାଲ୍//Astakila News//Dkl//
Astakila Astakila
1.3K subscribers
2,759 views
7

 Published On Sep 18, 2024

ଦନ୍ତା ହାତୀ ମହୁଲି ମଦ ପୋଚ ପିଇ ମାତାଲ୍, ଭୟରେ ଗ୍ରାମ ବାସୀ

ଢେଙ୍କାନାଳ (ମନିସ )18/9/24
ଢେଙ୍କାନାଳ ଜିଲ୍ଲା ଗଦିଁଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ କାଶୀପୁର ପଞ୍ଚାୟତ ଭାଲିଆପାଟ ଗ୍ରାମ ନିକଟରେ ଦିନରେ ଦେଶୀ ମଦ ମହୁଲି ପୋଚ ପିଇ ବୁଲିଲା, ନିଶାସକ୍ତ ହାତୀ, ହାତୀକୁ ଦେଖି ଘଟଣା ସ୍ଥଳରେ ବନବିଭାଗ ପହଂଚି ହାତୀକୁ ଘଉଡାଇବା ସହିତ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

show more

Share/Embed