September 1 Driver Day : ବରଗଡ ଜିଲ୍ଲାର ବିଜେପୁର ନେ ପାଳନ କରା ଯାଉଛେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ
Paahanti Paahanti
4.91K subscribers
244 views
16

 Published On Sep 1, 2024

ସାରା ରାଏଜେ ଗଲା କାଏଲ୍ ସେପ୍ଟେମ୍ବର ୧ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବେ ପାଳନ କରା ଯାଇଛେ, ଇଥିର ଉଧେଁ ଓଡ଼ିଶା ର ଭିନ୍ ଭିନ୍ ଜାଗାନୁ ଡ୍ରାଇଭର ଦିବସ ପାଳନ କରୁଥିବାର ବେଲକେ ବରଗଡ ଜିଲ୍ଲାର ବିଜେପୁର୍ ଠାନେ ଭି ହେଇଥିଲା ଯେନେକି ବରଗଡ ଜିଲ୍ଲାର ସବୁ ବ୍ଲକ ନୁ ଡ୍ରାଇଭର ଭାଇ ମାନେ ଯାଇକରି ଯୋଗ ଦେଇ ଥିଲେ
#1september #driverday #bargarh #paahanti

show more

Share/Embed