Published On Premiered Feb 17, 2024
ନାମ ଧାରୀ ଖ୍ରୀଷ୍ଟିଆନ | NAMO DHARI CHRISTIAN | ANANYA SRITAM NANDA | NEW ODIA CHRISTIAN FULL SONG
NAMO DHARI CHRISTIAN
Singer - Ananya Sritam Nanda
Music composition - Sundar Kumar
Lyrics - Bore Nayak
Music Arrangement - Bapi samal
D.O.P & Edit - Abram Ganta ( Bapi )
Recorded - Prativa studio, CTC
Lyrics-
ବେଳ ବୁଡ଼ିଗଲେ ତର ନିଃଶ୍ୱାସ ଯିବ
ଆଉ ଚାହିଁଲେ ବି ଫେରିବନି ପ୍ରାଣଟି ତର.. ହ ( ୨ )
ଅଭିମାନ କାହିଁ କରୁଛୁ ତୁ
ଏତେ ଲମ୍ବା ସପନ ଦେଖୁଛୁ....( ୨ )
ତୁ ନାମ ଧାରୀ ଖ୍ରୀଷ୍ଟିଆନ...... ( ୨ )
୧- ଜୀବନକୁ ନାହିଁ ଭରସା
କାହିଁ ଅଛୁ ଗର୍ଭ ଅହଂକାରେ
ମଣିଷକୁ ନାହିଁ ଭରସା
ସବୁ ଅଛୁ ଖାଲି ସ୍ୱାର୍ଥରେ.... ହ ( ୨ )
ତୋ ପାଖେ ଧନ ତୁ ରଖିଛୁ ମନକୁ ଲଭି ତୁ କରୁଛୁ
ଯୀଶୁଙ୍କୁ ପାସରି ଯାଇଛୁ ପ୍ରଭୁ କଥା ଭୁଲି ତୁ ଯାଇଛୁ
ତୁ ନାମ ଧାରୀ ଖ୍ରୀଷ୍ଟିଆନ...... ( ୨ )
୨- ପିଲାଦିନ ଆସି ଯାଏରେ
ସେଠି ଜ୍ଞାନତ ନ ଥାଏ
ଯୁବାଦିନ ତୋର ଆସିଲେ
ସେଠି ପାପ ତୋ ଭରି ଯାଏ..... ହ ( ୨ )
ଦୁଃଖ ଟିକେ ନାହିଁ ତୋ ମନକୁ
ପାପରେ ମାତି ଯାଇଛୁ ତୁ
ଜାନିଛୁ ତୁ ନରକ କଷ୍ଟକୁ
ଫେରିଆ ତୁ ଯିଶୁଙ୍କ ପାଖକୁ
ତୁ ନାମ ଧାରୀ ଖ୍ରୀଷ୍ଟିଆନ........୩
|| ସମାପ୍ତ ||
#namodharichristian
#Bahumulyanayak
#ananya
#ananyasritamnanda
#newchristiansong
#odiachristiansong
#newodiachristiansongs
#bnmusic
#ananyachristiansong
#ananyachristiansongodia
#ananyachristiansong2024
#ananyachristiansongnew
#ananyaallchrustiansong
#ananyanandachristiansong
#ananyananda
#newchristiansong2024
#newchristiansong2023
#odianewchristiansong2024
#trendingodiachristiansong
#trending
#newtrendingsong
#ananyatrendingsong2024
#jesus
#jesuschrist
#jesussongs
#jesusodiasong
#jishu
#shasanksekhar
!!* ANTY-PIRACY WARNING *!!
This content is copyright to Bahumulya Nayak any unauthorized reproduction redistribution, re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
Subscribe to our channel - / @bahumulya112
Instagram Link - https://www.instagram.com/bahulya_nk?...
ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଖ୍ରୀଷ୍ଟିଆନ ଭକ୍ତି ସଙ୍ଗୀତ ଭଲ ଲାଗିଥିବ |
ଦୟାକରି channel ଟି କୁ subscribe କରନ୍ତୁ
🙏 Thanks for watching 🙏
✝️ God bless you ✝️