ମାଇଲେଜ ନେଇଗଲେ ସୋଫିଆ || MLA Sofia Firdous || Excise Commissioner’s office ||Cuttack ||Odisha Reporter
Odisha Reporter Odisha Reporter
2.49M subscribers
28,009 views
254

 Published On Sep 3, 2024

ଇଏ ହେଉଛି କଟକ କୃଷକ ବଜାର ନିକଟରେ ଥିବା ଅବକାରୀ କମିଶନରଙ୍କ ଅଫିସ। ଗତ କିଛି ଦିନ ଧଋରି ଏଠାରୁ ରାତି ଅଧିଆ ଫାଇଲ ଭୁବନେଶ୍ୱରକୁ ଟ୍ରାନ୍ସଫର ହେଉଥିଲା। କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ଏଠାକୁ ଆସୁନଥିବା କଥା କହିଥିଲେ କଟକ ବାରବାଟୀ ବିଧାୟକ ସୋଫିଆ ଫିରଦୋଶ। ଏପରିକି ପୁରା ଅଫିସକୁ ଭୁବନେଶ୍ୱର ଆଣିବାକୁ ମସୁଧା ହେଉଥିବା କଥା ବି ବିଧାନସଭାରେ ଉଠାଇଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#SofiaFirdous #BarabatiMLA #Cuttack #ExsiceCommission #OdishaReporter

show more

Share/Embed