ଉଧୁଲିଆ ପଲାମା(udhulia palama)new sambalpuri COMEDY VDO, present by ISHWAR PRODUCTION,sundargarh❤❤😀
ISHWAR PRODUCTION ISHWAR PRODUCTION
50.4K subscribers
840,136 views
2.8K

 Published On Jun 7, 2021

ଉଧୁଳିଆପଳାମା, udhulia palama
NEW SAMBALPUR COMEDY VDO , presentd by ISHWAR PRODUCTION,
City Sundargarh,ଓଡିଶା♥️♥️

ବିଶେଷ ସୂଚନା
-ଆମର chnl ରେ ଆପଣ ମାନେ କିଛି ଵିଜ୍ଞାପନ (ଜନ୍ମଦିନ, ବାର୍ଷିକ ମହୋତ୍ସଵ, ଅନ୍ୟାନ୍ୟ ଵିଜ୍ଞାପନ ପ୍ରଚାର )ପାଇଁଚାହୁଁଛନ୍ତିହେଲେ ଆପଣ ମାନେ ପ୍ରଡୁକ୍ସନ ମ୍ୟାନେଜର (ଈଶ୍ବର ଭାଇ ଙ୍କ ସହିତ ଯୋଗାଯୋଗ କରନ୍ତୁ 👇7682993605*whatshop* ନମ୍ବର ହାଏ cont କରବେ *******

ଆମର VDO ସବୁ ମନୋରଞ୍ଜନ ଲାଗି ହାଏ, କାହାକୁ ଥଟ୍ଟା ମଜାକ କରବାର ଆମର ଉଦେଶ୍ୟ ନୁହେଁ,ସମାଜ କେ କିଛି ଶିକ୍ଷା ବାର୍ତା ଦେବାର ଲାଗି ତିଆରି କରିଛୁ ଇ vdo ମାନେ ସବୁ ମନଗଢା ହାଏ, କାହାକୁ, (ଜାତି ସମାଜ, ଧର୍ମ )ଆକ୍ଷେପ କରି ନାଇଁ କରବାର,,, ଜୟ ହିନ୍ଦ

ନମସ୍କାର ମୋର ସମସ୍ତ ଦାଦା ଭାଇ, କାକା କାକି, ମା ମାଉସୀ, ଦିଦି, ମୋର ପ୍ରିୟ ସାଙ୍ଗ ମାନଙ୍କୁ ,ISHWAR PRODUCTION ତରଫରୁ
ହାର୍ଦିକ ଶୁଭେଚ୍ଛା🙏❤

ସୂଚନା
*******
👉1-ଆସ ସମସ୍ତେ ମିଶି କରି ଯୌତୁକ ଭଳି ସାମାଜିକ କଳଙ୍କକେ ସମାଜ ରୁ ବହିଷ୍କାର କର୍ମା

👉2-ଇ ଯୌତୁକ ଲାଗି ପରିବାର ଭିତରେ କଲି ଝଗଡା, ଅଶାନ୍ତି ସୃଷ୍ଟି ହେସି,

👉3-ଇ ଯୌତୁକ ଲାଗି ଝିଅ ଟେ ଜନ୍ମ ହେଲେ ମନ ରେ ଦୁଃଖୀ ହେସନ, କାଏଁଜେ କି ଝିଅ ବଡ଼ ହେଲେ ବାହା କରବାର କେ ପଡିବା, ଆଉ ବାହା ରେ ଲକ୍ଷ ଲକ୍ଷ ଟଙ୍କା ର ଯୌତୁକ ଦେଇ ଲାଗବା, ଇ କାରଣ କେ ନେଇ କେତେ ଦମ୍ପତି ଝିଅ ଟେ ଜନ୍ମ ହେବାର ଆଗରୁ ମାରି ଦେଶନ (ଭୃଣ ହତ୍ୟା )ଭଳି ଅପରାଧ କରସନ, କିନ୍ତୁ jhiya ପୁଅ ଅପେକ୍ଷା ବେଶୀ ଭୂମିକା, ରହେସି, ଘରର କାମ ରୁ ଧରିକି ମା ବାପା ସେବା, ପାରେ ବାହା ହେଇଗଲେ ଆଜୀବନ ଶାଶୁ ଘରେ କାମ କରି କରି ନିଜର ଜୀବନ କେ କଟେଇ ଦେଶୀ, ଅନ୍ୟ ମାନଂକର ସୁଖ ଲାଗି ନିଜର ଜୀବନ କେ ବଳିଦାନ କରିଦେଶୀ

👉4-ଯୌତୁକପ୍ରଥା କେ ଆମେ ସମସ୍ତେ ସଚେତନ ହେଇ କରି ନିଜେ ଦୂର କର୍ମା ଆଉ ତାର ସାଙ୍ଗେ ସଂଗେ ଲୋକ ମାନଂକୁ ଭି ଜଣାମା
👉5- ସେଇ ନାରୀ ଲାଗି ଆଜି ଆମେ ଦୁନିଆ k ଆସି ପରିଛୁ ସେଥିପାଇଁ ସମସ୍ତେ ନାରୀ ମାନଂକର ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମ, ଅନ୍ୟାୟ କେ ଦୂର କର୍ମା, ଆଉ ତାଙ୍କୁ ସବୁ ସ୍ଥାନ ରେ ସମ୍ମାନ କର୍ମା, ଇଟା ଆମର କର୍ତବ୍ୟ ହାଏ,( ଜୟ ମା ଦୁର୍ଗା)

👉6-ଯୌତୁକ କେ ନେଇ କରି ଶାଶୁ ଘରେ ବହୁତ ଟେ ଅତ୍ୟାଚାର କରସନ,, enta ନାଇଁ କରବ,.. ଯୌତୁକ ଧନ, ଚିରସ୍ଥାୟୀ ନୁହେଁ, ଆଜି ଅଛି କାଲି ନାହିଁ, କିନ୍ତୁ, ସ୍ନେହ ମମତା,ସମ୍ମାନ ଜୀବନ ସାରା ଖୁସି ଦେଇଥାଏ, ସତ ଯଦି କହେବି ହେଲେ ଧନ ହିଁ ଅଶାନ୍ତି ର ମୂଳ କାରଣ ହାଏ, ଅତି ଲୋଭ ଭଲ ନୁହେଁ
ଯୌତୁକ କେ ଦୂର କରବାର ମିଶନ ରେ କିଏ କିଏ ରାଜି ଅଛନ୍ତି coment ରେ ନିଶ୍ଚୟ comment କରବ ଧନ୍ୟବାଦ

SLP THANKS
----------------------
ଆମର ଚେନେଲ କେ ପସନ୍ଦ କରୁଥିବା ସମସ୍ତ ପ୍ରିୟ ସାଙ୍ଗସାଥି ମାନଙ୍କୁ ହାର୍ଦିକ ଅଭିନନ୍ଦନ, ଆଉ ଶୁଭେଚ୍ଛା.......


~Script ,concept, direction- ISHWAR BEHERA


PRODUCER - ISHWAR BEHERA


DIRECTR - ISHWAR BEHERA

Camera man - ISHWAR BEHERA

Editor - ISHWAR BEHERA


ACTR- ଈଶ୍ବର ଝରଣା,ସନ୍ଧ୍ୟା, raja, sudhir, ,ସମସ୍ତ ତୁମୁଳିଆ ଗ୍ରାମବାସି

~Contact Details~
Email for colaboration & Booking_

- 7682993605(Production Manager)

Our Most Popular Videos

Must Watch And Like Share & Comment
1-   • ବୁଢ଼ା ପଢ଼ା, BUDHA PADHAA,  new sambalp...  ବୁଢ଼ା ପଢ଼ା
2-Magsir Gurbaar ମଗଶିର ଗୁରବାର
   / zlynxei13   3-   • Vande mataram DESH VAKTI VDO,present ...  ବନ୍ଦେ ମାତରଂ
4-.ଦଦା ର ସାଳି ବଡେ ମଲ ମଲି
   • ଦଦା ର   ସାଳି ବଡେ ମଲ ମଲି  (Dada ra  . ...  

5-ସୁନ୍ଦର ଗଡିଆ ହୀରୋ(Music Video)
   • ସୁନ୍ଦରଗଡିଆ  ହୀରୋ  (sundargarhdia hero...  

6-.BOLBAM JIMA JHUMI JHUMI
   • BOLBAM JIMA JHUMI JHUMI ,ବୋଲବମ୍ ଜିିିମ...  

7-Maejhi buta bade Athaମାଇଝି ବୁତା ବଡେ ଅଥା
   • ମାଇଝି ବୁତା ବଡେ ଅଥା/MAIJHI BUTA BADE A...  
ସ୍ମଶାନ bhut   • ସ୍ମଶାନ ଭୁତ(smasan bhut) new samalpuri...  
8.(i hate love part _2 ) ଆଇ ହେଟ ଲବ -2
   • ମାଡ଼ଖିଆ ଲଭର MADKHIA LOVER ନୁଆଁ ସମ୍ବଲପ...  
9-   • ପ୍ରେମକାହାଣୀ,  new sambalpuri albm VDO...   ପ୍ରେମ କାହାଣୀ, albm
10-.I HATE LOVEଆଇ ହେଟ୍ ଲଭ୍
   / u_kb3ut63e  
11-   • (SADA CHADKHAI )ସାଦା ଛାଡଖାଇ, sambalpu...  ସାଦା ଛାଡ଼ ଖାଇ
---------------------------
LIKE | SHARE | COMMENT
SUBSCRIBE OUR ISHWAR PRODUCTION YOUTUBE CHNL
-------------------------

l ~THANKS FOR WATCHING~

ଆମ ଚାଁନେଲ ରେ ଯଦି ଅଭିନୟ କରିବା ପାଇଁ ଚାହୁଁ ଛନ୍ତି ହେଲେ ଯୋଗାଯୋଗ କରନ୍ତୁ ପ୍ରଡୁକ୍ସନ ମ୍ୟାନେଜର, ଈଶ୍ବର ଭାଇ ସହିତ, whatshop ନମ୍ବର -7682993605, ଗ୍ରାମ -tumulia, ବ୍ଲକ - balisankara, ଜିଲ୍ଲା -ସୁନ୍ଦରଗଡ଼, ଓଡିଶା
, DANCE ମେଲୋଡି ପ୍ରୋଗ୍ରାମ ପାଇଁ ଯୋଗାଯୋଗ କରନ୍ତୁ

ଏହା କେବଳ ମନୋରଞ୍ଜନ ଆଉ ସମାଜ ପାଇଁ କିଛି ସନ୍ଦେଶ ପାଇଁ ଅଟେ, ଏହା ଉପହାସ କିମ୍ବା ଥଟ୍ଟା ପାଇଁ ନୁହେଁ,

all copyright reserved with my ISHWAR PRODUCTION YOUTUBE CHENNAL, SUNDARGARH, ODISHA, INDIA

show more

Share/Embed