6 ମାସରେ କିଏ ଖୋଲି ନେଲା CCTV ? || Bharatpur Police Station || Odisha Reporter
Odisha Reporter Odisha Reporter
2.49M subscribers
30,630 views
289

 Published On Sep 20, 2024

6 ମାସ ତଳେ ଭରତପୁର ଥାନାରେ ଲାଗିଥିଲା ସିସିଟିଭି। ଗଣମାଧ୍ୟମକୁ ବାଇଟ ଦେଇ କହିଥିଲେ ସିପି ସଂଜୀବ ପଣ୍ଡା। ଦେଖନ୍ତୁ 6 ମାସ ପରେ ମଡେଲ ଥାନାରୁ ଗାୟବ ସିସିଟିଭି। 6 ମାସ ଭିତରେ ଥାନାରୁ କିଏ ଚୋରାଇନେଲା କି ସିସିଟିଭି ?ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ବି ମାନିଲାନି କମିଶନରେଟ୍ ପୋଲିସ୍।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #CommissioneratePolice #BharatpurPoliceStation #Army #Major #Odisha #News #Update #CCTV #odishareporter

show more

Share/Embed