ସବୁ କୃଷକଙ୍କ ଆକାଉଣ୍ଟ୍କୁ ସିଧାସଳଖ ୬ହଜାର ଟଙ୍କା : Pradhan Mantri Kishan NidhiYojana
OdiaTechBulletin OdiaTechBulletin
902K subscribers
171,920 views
0

 Published On Feb 2, 2019

ବନ୍ଧୁଗଣ,
ଏହି ଭିଡ଼ିଓରେ ଆପଣଙ୍କୁ ଜଣେଇଛି ଯେ, ବର୍ତ୍ତମାନ କେନ୍ଦ୍ର ବଜେଟ୍ରେ କୃଷକଙ୍କ ପାଇଁ ଘୋଷଣା ହୋଇଥିବା ଯୋଜନା ବିଷୟରେ କହିଛି । ଯାହାର ନାଁ ରହିଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିଯୋଜନା । ଯେଉଁଥିରେ ପ୍ରତ୍ୟେକ ଛୋଟ ଓ ମଧ୍ୟମ କୃଷକ ଭାଇମାନଙ୍କୁ ୬ ହଜାର ଟଙ୍କା ବର୍ଷକୁ ଦିଆଯିବ । କେମିତି ପାଇବେ, କେବେ ପାଇବେ ଓ କେଉଁମାନେ ଯୋଗ୍ୟ । ସେ ବିଷୟରେ ଜଚ୍ଚାଇଛି । ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି ।
#PKSNYScheme #Budget2019

Like-Share-Support-Subscribe
You can follow us on

Subscribe -    / @odiatechbulletin  
Facebook -   / odiatechbulletin  
Twitter -   / odiatechbuletin  
Instagram -   / odiatechbulletin  
Blog - http://odiatechbulletin.blogspot.com/

It's all about Feature video in Odia.
I make interesting video.
Thank you

show more

Share/Embed