ରାସ୍ତାରେ ସାନ୍ତାଳୀ ଚଳଚ୍ଚିତ୍ର ସୁଟିଙ୍ଗ ଚାଲିଛି!! FILM MAKING IN SANTALI!!
ADIVASI VLOGGER MONA ADIVASI VLOGGER MONA
580 subscribers
3,059 views
0

 Published On Aug 18, 2024

ରାସ୍ତାରେ ସାନ୍ତାଳୀ ଚଳଚ୍ଚିତ୍ର ସୁଟିଙ୍ଗ ଚାଲିଛି!! FILM MAKING IN SANTALI!!#adivasivloggermona


ଆଜି ମୁଁ ଯେତେବେଳେ ହାଟ ଯାଉଥାଏ ସେଇ ସମୟରେ ରାସ୍ତାରେ ହେଉଥିଲା ଆମର ସାନ୍ତାଳି ଚଳଚ୍ଚିତ୍ର ସୁଟିଙ୍ଗ ଚାଲିଥିଲା ଆଉ ମୁଁ ସେଠାରେ ଯେତିକି ସମୟ ଥିଲି ସେତିକି ସମୟ ଭିଡିଓ ବନାଇ ଥିଲି ଆଉ ମୁଁ ଆଶା କରୁଛି ଏହି ବ୍ଲଗ୍ ଭିଡିଓ ଟି ଆପଣମାନଙ୍କୁ ବହୁତ୍ ମଜା ଲାଗିବ ବୋଲି ଦୃଢ଼ ବିଶ୍ବାସ ଏବଂ ମୋତେ ସପୋର୍ଟ କରିବେ ବୋଲି ମୋର ବିଶ୍ବାସ channel ଟିକୁ ଲାଇକ ସେୟାର କମେଟ୍ ଏବଂ subscribe କରନ୍ତୁ!!
#adivasivloggermona
#adivasivlogger
#filmmaking
#film
#santalifilm

show more

Share/Embed