Kene gheni jaucha Jagannathnku // Harmonium Notation with full Music // Notation by Bhaskar Behera
MB Sur Sangeet MB Sur Sangeet
7.65K subscribers
524 views
40

 Published On Jun 2, 2024

#harmonium_notation #mb_sur_sangeet #swara_malhar_bhajan_sandhya

ଭଜନ
~~~~~~~~~~~~
ଗୀତ ରଚନା :- ଭକ୍ତକବି ସାଲବେଗ
ତାଳ :- ଦାଦରା
Scale:- G#minor

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦ୍ରଶନ କରିବୁ କାହାକୁ...(୦)
କେଣେ ଘେନି ------------------------
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ(୨ଥର)
ବିଜୟ କର ପ୍ରଭୁ......
ବିଜୟ କର ପ୍ରଭୁ ଚାପକୁ..........(୧)
କେଣେ ଘେନି --------------------------
କୂଳବଧୁଙ୍କର ରଡି ପଣ୍ଡାଏ ଗଡାଗଡି(୨ଥର)
ବିଧାତା ବାମ ହେଲା......
ବିଧାତା ବାମ ହେଲା ଓଡିଶାକୁ........(୨)
କେଣେ ଘେନି ---------------------------
ବଡ଼ଦେଉଳୁ ବାହାରି ଶଗଡ଼ିରେ ବିଜେ କରି(୨ଥର)
ରେଣୁ ଯେ ପଡୁଥିବ.......
ରେଣୁ ଯେ ପଡୁଥିବ ଶ୍ରୀମୁଖକୁ ........(୩)
କେଣେ ଘେନି ------------------------------
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ(୨ଥର)
ଧିକ ଧିକ ଆମ୍ଭ......
ଧିକ ଧିକ ଆମ୍ଭ ଜୀବନକୁ.........(୪)
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦ୍ରଶନ କରିବୁ କାହାକୁ....
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ(୩ଥର
~~~~~~~~~~~~End~~~~~~~~~~~

show more

Share/Embed